ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୌରି ଚୌରା ଘଟଣାର ଶହେ ବର୍ଷ ପୂରଣ ଅବସରରେ ଆମର ସ୍ୱାଧୀନତା ସଂଗ୍ରାମର ନାୟକମାନଙ୍କୁ ମନେ ପକାଇଛନ୍ତି । ଏହି ଘଟଣାର ଶତବାର୍ଷିକୀ ଉତ୍ସବ ଆରମ୍ଭ ହେବା ସମୟରେ ସେ ଗତ ବର୍ଷ ପ୍ରଦାନ କରିଥିବା ଭାଷଣ ମଧ୍ୟ ସେୟାର କରିଥିଲେ ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଜି ଆମେ ଚୌରି ଚୌରା ଘଟଣାର ଶହେ ବର୍ଷ ପାଳନ କରୁଛୁ । ଗତ ବର୍ଷ ଠାରୁ ଯେତେବେଳେ ଏହି ଘଟଣାର ଶତବାର୍ଷିକୀ ଉତ୍ସବ ଆରମ୍ଭ ହୋଇଥିଲା ସେତେବେଳେ ମୁଁ ମୋର ଅଭିଭାଷଣ ପ୍ରଦାନ କରିଥିଲି । ମୁଁ ଆମର ସ୍ୱାଧୀନତା ସଂଗ୍ରାମର ନାୟକମାନଙ୍କୁ ସ୍ମରଣ କରିବା ସହିତ ବିଭିନ୍ନ ବିଷୟ ଉପରେ କହିଥିଲି ।”
HS
Today, we mark a hundred years of the Chauri Chaura incident. Sharing my speech from last year, when the centenary celebrations of the incident began. I spoke about a wide range of subjects including remembering the heroes of our freedom struggle. https://t.co/jUkSVkjMSn
— Narendra Modi (@narendramodi) February 4, 2022