ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚିକାଗୋରେ ୧୮୯୩ ମସିହାରେ ସ୍ୱାମୀ ବିବେକାନନ୍ଦ ଦେଇଥିବା ଉଲ୍ଲେଖନୀୟ ଭାଷଣକୁ ସ୍ମରଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ୧୮୯୩ ମସିହାରେ ଏହି ଦିନ ସେ ଚିକାଗୋରେ ତାଙ୍କର ଅନ୍ୟତମ ଶ୍ରେଷ୍ଠ ଭାଷଣ ପ୍ରଦାନ କରିଥିଲେ । ତାଙ୍କର ଭାଷଣ ବିଶ୍ୱକୁ ଭାରତର ସଂସ୍କୃତି ଏବଂ ନୈତିକତାର ଝଲକ ଦେଖାଇଥିଲା ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
11th September has a special connection with Swami Vivekananda. It was on this day in 1893 that he delivered one of his most outstanding speeches in Chicago. His address gave the world a glimpse of India’s culture and ethos. https://t.co/1iz7OgT5Ab
— Narendra Modi (@narendramodi) September 11, 2022
“ସ୍ୱାମୀ ବିବେକାନନ୍ଦଙ୍କ ସହ ୧୧ ସେପ୍ଟେମ୍ବରର ଏକ ବିଶେଷ ସମ୍ପର୍କ ରହିଛି । ୧୮୯୩ ମସିହାରେ ଏହି ଦିନ ସେ ଚିକାଗୋରେ ତାଙ୍କର ଅନ୍ୟତମ ଉଲ୍ଲେଖନୀୟ ଭାଷଣ ଦେଇଥିଲେ । ତାଙ୍କ ଅଭିଭାଷଣ ବିଶ୍ୱକୁ ଭାରତର ସଂସ୍କୃତି ଏବଂ ନୈତିକତାର ଝଲକ ଦେଖାଇଥିଲା ।”
HS
11th September has a special connection with Swami Vivekananda. It was on this day in 1893 that he delivered one of his most outstanding speeches in Chicago. His address gave the world a glimpse of India's culture and ethos. https://t.co/1iz7OgT5Ab
— Narendra Modi (@narendramodi) September 11, 2022