Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଚନ୍ଦ୍ର ଶେଖର ଆଜାଦଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ଚନ୍ଦ୍ର ଶେଖର ଆଜାଦଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ମାତାର ବୀର ପୁତ୍ର, ଚନ୍ଦ୍ର ଶେଖର ଆଜାଦଙ୍କୁ ତାଙ୍କ ଜୟନ୍ତୀରେ ଆମେ ସ୍ମରଣ କରୁଛୁ । ଭାରତକୁ ସାମ୍ରାଜ୍ୟବାଦର କବଳରୁ ମୁକ୍ତ କରିବା ଲାଗି ସେ ଯୁବାବସ୍ଥାରୁ ନିଜକୁ ନିୟୋଜିତ କରିଦେଇଥିଲେ । ସେ ମଧ୍ୟ ଜଣେ ପ୍ରଗତିଶୀଳ ଚିନ୍ତକ ଥିଲେ ଏବଂ ଏକ ଶକ୍ତିଶାଳୀ ଓ ସମୃଦ୍ଧ ଭାରତର ସ୍ୱପ୍ନ ଦେଖିଥିଲେ”

 

**********

TRP/