ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରପୁରର ଲୋକସଭା ସାଂସଦ ଶ୍ରୀ ବଲୁଭାଉ ନାରାୟଣରାଓ ଧାନୋରକରଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ।
‘ଚନ୍ଦ୍ରପୁରର ଲୋକସଭା ସାଂସଦ ଶ୍ରୀ ବଲୁଭାଉ ନାରାୟଣରାଓ ଧାନୋରକରଙ୍କ ପରଲୋକରେ ଦୁଃଖିତ । ଜନସେବା ତଥା ଗରିବ ଲୋକଙ୍କୁ ସଶକ୍ତ କରିବାରେ ତାଙ୍କର ଅବଦାନ ପାଇଁ ତାଙ୍କୁ ସ୍ମରଣ କରାଯିବ । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି ।’
SR
Saddened by the passing away of Lok Sabha MP from Chandrapur, Shri Balubhau Narayanrao Dhanorkar Ji. He will be remembered for his contribution to public service and empowering the poor. Condolences to his family and supporters. Om Shanti.
— Narendra Modi (@narendramodi) May 30, 2023