Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଚତୁର୍ଦ୍ଦଶ ଭାରତ-ଫ୍ରାନ୍ସ ସିଇଓ ଫୋରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ

ଚତୁର୍ଦ୍ଦଶ ଭାରତ-ଫ୍ରାନ୍ସ ସିଇଓ ଫୋରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ


 

ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଚତୁର୍ଦ୍ଦଶ ଭାରତଫ୍ରାନ୍ସ ସିଇଓ ଫୋରମରେ ଉଭୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମିଳିତ ଭାବେ ଉଦବୋଧନ ଦେଇଛନ୍ତି ଏହି ଫୋରମରେ ଉଭୟ ପକ୍ଷର ବିଭିନ୍ନ କମ୍ପାନୀର ଏକାଧିକ ସିଇଓ ଯୋଗ ଦେଇଥିଲେ ଏହି ଅବସରରେ ପ୍ରତିରକ୍ଷା, ମହାକାଶ, ବିକଶିତ ପ୍ରଯୁକ୍ତି ବିଦ୍ୟା, ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ଜୀବ ବିଜ୍ଞାନ, ଜୀବନଶୈଳୀ, ଖାଦ୍ୟ ଆତିଥେୟତା ପରି ବିଭିନ୍ନ ବିଭାଗ ଉପରେ ଆଲୋକପାତ କରାଯାଇଥିଲା

ଭାରତ ଫ୍ରାନ୍ସ ଭିତରେ ରହିଥିବା ବାଣିଜ୍ୟିକ ସମ୍ପର୍କ ଆର୍ଥିକ ସହାୟତା ଉପରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ପୁଞ୍ଜି ନିବେଶ କ୍ଷେତ୍ରରେ ଭାରତର ଲୋକପ୍ରିୟ ବୈଶ୍ୱିକ ଭାବମୂର୍ତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ସଦ୍ୟ ଉପସ୍ଥାପିତ ହୋଇଥିବା ବଜେଟର ବିଭିନ୍ନ ସଂସ୍କାରଧର୍ମୀ ଘୋଷଣା ଅନୁସାରେ ବୀମା କ୍ଷେତ୍ରରେ ଭାରତରେ ଶତ ପ୍ରତିଶତ ପୁଞ୍ଜି ନିବେଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ଏସଏମଆର ଏଏମଆର ଯାନ୍ତ୍ରିକ ବିଦ୍ୟା ସହ ବେସାମରିକ ଆଣବିକ ଶକ୍ତି କ୍ଷେତ୍ରରେ ଘରୋଇ ପ୍ରବେଶ, ଉତ୍ପାଦଗୁଡିକର ମୂଲ୍ୟରେ ସରଳୀକରଣ, ଭଲ ଜୀବନଧାରଣ ପାଇଁ ସରଳୀକୃତ ଆୟକର କୋଡ ପ୍ରଚଳନ ପରି ବିଭିନ୍ନ ଦିଗ ଉପରେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ବିଭିନ୍ନ ଆର୍ଥିକ ସଂସ୍କାର ଉପରେ ପ୍ରାଧାନ୍ୟ ଦେଇ ତାଙ୍କ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ଗତ କିଛି ବର୍ଷ ଭିତରେ ଏପ୍ରକାର ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ କାର୍ଯ୍ୟ କରାଯାଇଥିବା ଉଲ୍ଲେଖ କରାଯାଇଛି

ପ୍ରତିରକ୍ଷା, ଶକ୍ତି, ଜାତୀୟ ରାଜପଥ, ବେସାମରିକ ବିମାନ ଚଳାଚଳ, ମହାକାଶ, ସ୍ୱାସ୍ଥ୍ୟ ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ପ୍ରଗତି ପ୍ରତି ଫରାସୀ କମ୍ପାନୀଗୁଡିକ ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି କୃତ୍ରିମ ବୁଦ୍ଧିମତା, ସେମି କଣ୍ଡକ୍ଟର, କ୍ୱାଂଟମ, ଖଣି ହାଇଡ୍ରୋଜେନ ମିଶନ ପରି କ୍ଷେତ୍ରରେ ଭାରତର ଦକ୍ଷତା ବୈଶ୍ୱିକ ପ୍ରଶଂସା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଫରାସୀ ଉଦ୍ୟୋଗପତିଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି ଏସବୁ କ୍ଷେତ୍ରରେ ଉଭୟ ଦେଶର ଗବେଷଣା, ପୁଞ୍ଜି ନିବେଶ ଯାନ୍ତ୍ରିକ ସହଭାଗିତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି

ଏହି ସିଇଓ ଫୋରମକୁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ . ଏସ. ଜୟଶଙ୍କର, ଫ୍ରାନ୍ସ ପ୍ରତିପକ୍ଷ ଜିନ ନୋଏଲ ବାରୋଟ ଏବଂ ଫ୍ରାନ୍ସର ଶିଳ୍ପ ଅର୍ଥମନ୍ତ୍ରୀ ଏରିକ ଲମ୍ବାର୍ଡ ପ୍ରମୁଖ ସମ୍ବୋଧନ କରିଥିଲେ

ଉଭୟ ଦେଶ ପକ୍ଷରୁ ଅଂଶ ଗ୍ରହଣ କରିଥିବା ସିଇଓଙ୍କ ତାଲିକା

ଭାରତ

.ଜୁବିଲିଆଂଟ ଫୁଡବାର୍କସ/ଜୁବିଲିଆଂଟ ଲାଇଫ ସାଇସେନ୍ସହରି ଭାରତିଆ (ନିର୍ଦ୍ଦେଶକ)

.ସିଆଇଆଇଚନ୍ଦ୍ରଜିତ ବାନାର୍ଜୀ (ମହାନିର୍ଦ୍ଦେଶକ)

.ଟିଟାଗଡ ରେଲ ସିଷ୍ଟମସ ଲିମିଟେଡଉମେଶ ଚୌଧୁରୀ (ପରିଚାଳନା ନିର୍ଦ୍ଦେଶକ)

.ଭାରତ ଲାଇଟ ଆଣ୍ଡ ପାବାର ପ୍ରାଇଭେଟ ଲମିଟେଡତେଜପ୍ରୀତ ଚୋପ୍ରା (ସିଇଓ)

.ପି ମଫତଲାଲ ଗ୍ରୁପ, ଟେକ୍ସଟାଇଲସ, ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ଟସଭିସାଦ ମଫତଲାଲ (ଅଧ୍ୟକ୍ଷ)

.ବୋଟ, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସଅମନ ଗୁପ୍ତା (ସହ ପ୍ରତିଷ୍ଠାତା)

.ଦଲିତ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିମିଲିନ୍ଦ କାମ୍ବଲେ (ଅଧ୍ୟକ୍ଷ)

  • .ସ୍କାଏରୁଟ ଏରୋସ୍ପେସ, ଏରୋସ୍ପେସ ଆଣ୍ଡ ସ୍ପେସ ଆଣ୍ଡ ଟେକ୍ନୋଲଜିପବନ କୁମାର ଚନ୍ଦନା (ସହପ୍ରତିଷ୍ଠାତା)

.ଅଗ୍ନିକୂଳ, ଏରୋସ୍ପେସ ଆଣ୍ଡ ସ୍ପେସ ଆଣ୍ଡ ଟେକ୍ନୋଲଜିଶ୍ରୀନାଥ ରବିଚନ୍ଦ୍ରନ (ସହପ୍ରତିଷ୍ଠାତା)

୧୦.ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ, ଏରୋସ୍ପେସ ଆଣ୍ଡ ଡିଫେନ୍ସସୁକରଣ ସିଂ (ପରିଚାଳନା ନିର୍ଦ୍ଦେଶକ)

୧୧.ୟୁପିଏଲ ଗ୍ରୁପ, ଆଗ୍ରୋକେମିକାଲ ଆଣ୍ଡ ଏଗ୍ରିବିଜିନେସବିକ୍ରମ ଶ୍ରଫ (ଉପାଧ୍ୟକ୍ଷ)

୧୨.ସୁଳ ଭିନେୟାର୍ଡସ, ଫୁଡ ଆଣ୍ଡ ବିଭରେଜରାଜୀବ ସାମନ୍ତ (ସିଇଓ)

୧୩.ଡାଇନାମାଟିକ ଟେକ୍ନୋଲଜିଜ ଲିମିଟେଡ, ଏରୋସ୍ପେସ ଆଣ୍ଡ ଡିଫେନ୍ସ ଆଣ୍ଡ ଇଞ୍ଜିନିୟରିଂଉଦୟନ୍ତ ମାଲହୋତ୍ରା (ସିଇଓ)

୧୪.ଟାଟା କନସଲଟିଂ ଇଞ୍ଜିନିୟର୍ସ, ଇଞ୍ଜିନିୟରିଂ ଆଣ୍ଡ କନସଲଟିଂଅମିତ ଶର୍ମା (ସିଇଓ)

୧୫.ନିକା, କଷମେଟିକ୍ସ ଆଣ୍ଡ କଞ୍ଜ୍ୟୁମର ଗୁଡ୍ସଫାଲଗୁନି ନାୟାର (ସିଇଓ)

ଫ୍ରାନ୍ସ

.ଏୟାର ବସ, ଏରୋସ୍ପେସ ଆଣ୍ଡ ଡିଫେନ୍ସଗୁଇଲାମି ଫରି (ସିଇଓ)

.ଏୟାର ଲିକ୍ୟୁଡି, କେମିକାଲ୍ସ, ହେଲଥ କେୟାର ଇଞ୍ଜିନିୟରିଂଫ୍ରାନକୋଏସ ଜାକୋ (ସିଇଓ)

.ବ୍ଲା ବ୍ଲା କାର, ଟ୍ରାନ୍ସପୋର୍ଟ, ସର୍ଭିସେସନିକୋଲାସ ବ୍ରସନ (ସିଇଓ)

.କାପଜେମିନି ଗ୍ରୁପ, ଇନଫର୍ମମେସନ ଟେକ୍ନୋଲଜି, ଇଞ୍ଜିନିୟରିଂଅଇମାନ ଇଜ୍ଜତ (ସିଇଓ)

.ଡାନନ ଫୁଡ ଆଣ୍ଡ ବିଭରେଜେସଆଂଟୋନୀ ଡି ସେଂଟ ଆଫ୍ରିକ୍ୟୁ (ସିଇଓ)

.ଇଡିଏଫ, ଏନର୍ଜି, ପାବାରଲକ ରେମଂଟ (ସିଇଓ)

.ଏଗିସ ଗ୍ରୁପ, ଆର୍କିଟେକଚର କନଷ୍ଟ୍ରକସନ ଇଞ୍ଜିନିୟରିଂଲରେଂଟ ଜର୍ମେନ (ସିଇଓ)

.ଏନଗି ଗ୍ରୁପ, ଏନର୍ଜି ଆଣ୍ଡ ରିନ୍ୟୋବଲ ଏନର୍ଜିକାଥେରାଇନ ମାକଗ୍ରେଗର (ସିଇଓ)

.ଏଲ. ଅରିଲ, କଷମେଟିକ୍ସ, କଞ୍ଜ୍ୟୁମର ଗୁଡ୍ସନିକୋଲାସ ହେଇରୋମିନସ (ସିଇଓ)

୧୦.ମିଷ୍ଟ୍ରାଲ ଏଆଇ, ଆର୍ଟିଫିସିଆଲ ଇଂଟେଲିଜେନ୍ସଆର୍ଥର ମେନସଚ (ସିଇଓ)

୧୧.ନାଭାଲ ଗ୍ରୁପ, ଡିଫେନ୍ସ, ସିପ ବିଲଡିଂ, ଇଞ୍ଜିନିୟରିଂପାଇରି ଏରିକ ପୋମେଲେଟ (ସିଇଓ)

୧୨.ପେରନଡ ରିକାଡ, ଆଲକୋହଲ ବିଭରେଜେସ, ଏଫଏମସିଜିଆଲେକଜାଣ୍ଡେର ରିକାଡ (ସିଇଓ)

୧୩.ସାଫ୍ରନ ଏରୋସ୍ପେସ ଆଣ୍ଡ ଡିଫେନ୍ସଅଲିଭିଏର ଆଣ୍ଡ୍ରିଏସ (ସିଇଓ)

୧୪.ସର୍ଭିଏର, ଫାର୍ମାସ୍ୟୁଟିକାଲ୍ସ, ହେଲଥ କେୟାରଅଲିଭିଏର ଲାଉର୍ୟୋ (ସିଇଓ)

୧୫.ଟୋଟାଲ ଏନର୍ଜିସ ଏସି, ଏନର୍ଜିପାଟ୍ରିକ ପଉୟାନି (ସିଇଓ)

୧୬.ଭିକାଟ, କନଷ୍ଟ୍ରକସନଗଏ ସିଡସ (ସିଇଓ)

PBD