ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି କି, ଗ୍ରାମୀଣ ଭୂମି ଡିଜିଟାଲୀକରଣ, ପ୍ରାଦ୍ୟୋଗିକୀ ଏବଂ ସୁଶାସନର ଶକ୍ତି ଯୋଗୁ ଗ୍ରାମୀଣ ସଶକ୍ତିକରଣ ଆଗକୁ ବଢ଼ିଚାଲିଛି ।
ମାଇଁ ଗଭ୍ ଇଣ୍ଡିଆ ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:
“ପ୍ରାଦ୍ୟୋଗିକୀ ଏବଂ ସୁଶାସନର ଶକ୍ତି ଯୋଗୁ ଗ୍ରାମୀଣ ସଶକ୍ତିକରଣ ଆଗକୁ ବଢ଼ିଚାଲିଛି ।”
SR
Furthering rural empowerment by leveraging the power of technology and good governance… https://t.co/DbkvoT9Iy2
— Narendra Modi (@narendramodi) January 18, 2025