Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୋପାଳ କୃଷ୍ଣ ଗୋଖଲେଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାନ ଗୋପାଳ କୃଷ୍ଣ ଗୋଖଲେଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ତାଙ୍କ ଜନ୍ମ ବାର୍ଷିକୀରେ ମହାନ ଗୋପାଳ କୃଷ୍ଣ ଗୋଖଲେଙ୍କୁ ଶ୍ରଦ୍ଧାଞ୍ଜଳି ଆମର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅବିସ୍ମରଣୀୟ ଗଣତାନ୍ତ୍ରିକ ନୀତି ତଥା ସାମାଜିକ ସଶକ୍ତିକରଣ ପ୍ରତି ତାଙ୍କର ନିରନ୍ତର ପ୍ରତିବଦ୍ଧତା ଆମକୁ ପ୍ରେରଣା ଯୋଗାଇଥାଏ

 

HS