ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୧–୨୨ ଆର୍ଥିକ ବର୍ଷରେ ୧ଲକ୍ଷ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ କ୍ରୟ ପାଇଁ ଗଭର୍ଣ୍ଣମେଣ୍ଟ ଇ ମାର୍କେଟପ୍ଲେସ୍ (ଜିଇଏମ୍) କୁ ପ୍ରଶଂସା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଜିଇଏମ ପ୍ଲାଟଫର୍ମ ୫୭% ଅର୍ଡର ମୂଲ୍ୟ ସହିତ ଏମଏସଏମଇ କ୍ଷେତ୍ରକୁ ସଶକ୍ତ କରୁଛି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଜାଣି ଖୁସି ଯେ ଜିଇଏମ୍ ଗୋଟିଏ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ଅର୍ଡର ହାସଲ କରିଛି! ଏହା ପୂର୍ବ ବର୍ଷ ତୁଳନାରେ ଏକ ଉଲ୍ଲେଖନୀୟ ବୃଦ୍ଧି । ଜିଇଏମ ପ୍ଲାଟଫର୍ମକୁ ଏମ୍ଏସଏମ୍ଇ କ୍ଷେତ୍ରରୁ ୫୭% ଅର୍ଡର ଆସିବା ସହିତ ଏହା ଏମଏସଏମଇକୁ ଅଧିକ ସଶକ୍ତ କରୁଛି ।”
Happy to know that @GeM_India has achieved order value of Rs 1 Lakh Crore in a single year! This is a significant increase from previous years. The GeM platform is especially empowering MSMEs, with 57% of order value coming from MSME sector. pic.twitter.com/ylzSezZsjG
— Narendra Modi (@narendramodi) March 24, 2022
HS