Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୋଆ ସ୍ଥାପନା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ଗୋଆ ସ୍ଥାପନା ଦିବସରେ ଆଜି ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ରାଜ୍ୟ ପ୍ରତିଷ୍ଠା ଦିବସରେ ଗୋଆବାସୀଙ୍କୁ ଶୁଭେଚ୍ଛା । ଆଗାମୀ ବର୍ଷଗୁଡିକରେ ଗୋଆର ପ୍ରଗତି ଏବଂ ସମୃଦ୍ଧି କାମନା କରୁଛି”, ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

**********