Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁୟାନାରୁ ଶ୍ରୀ ରାମ ଭଜନ ସେୟାର କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନାରୁ ଶ୍ରୀ ରାମ ଭଜନ ସେୟାର କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଏହା ଗୁୟାନାରୁ ଶ୍ରୀ ରାମ ଭଜନ! ଏହି ପ୍ରୟାସ ପାଇଁ ଗୁୟାନା ହିନ୍ଦୁ ଧାର୍ମିକ ସଭାକୁ ପ୍ରଶଂସା କରୁଛି ଏବଂ ହିନ୍ଦୁ ସଂସ୍କୃତି ଓ ନୈତିକାତକୁ ଲୋକପ୍ରିୟ କରିବା ଲାଗି ସେମାନଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ ।’

 

 SR