Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଜରାଟ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ସ୍ଥାପନା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ଗୁଜରାଟ ସ୍ଥାପନା ଦିବସରେ ଶୁଭେଚ୍ଛା ଗୁଜରାଟ ନିଜର ସର୍ବାଙ୍ଗୀନ ଉନ୍ନତି ସହ ନିଜ ନିଆରା ସଂସ୍କୃତି ଯୋଗୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଆଗାମୀ ଦିନରେ ରାଜ୍ୟ ବିକାଶର ନୂଆ ଉଚ୍ଚତାକୁ ଯାଉ ବୋଲି ପ୍ରାର୍ଥନା କରୁଛି

SR