Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବାରୁ ମଧ୍ୟପ୍ରଦେଶର ତାନସେନ ଫେଷ୍ଟିଭାଲରେ ଅଭିନୟ କରୁଥିବା କଳାକାରଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ


 ମଧ୍ୟପ୍ରଦେଶରେ ଚାଲିଥିବା ‘ତାନସେନ୍ ଫେଷ୍ଟିଭାଲ୍’ରେ ୧,୨୮୨ ତବଲା ବାଦକଙ୍କ ପ୍ରଦର୍ଶନ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

‘‘ବହୁତ ବହୁତ ଅଭିନନ୍ଦନ! ଭାରତୀୟ ସଙ୍ଗୀତକୁ ନୂତନ ଶିଖରରେ ନେବାର ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ ଅଟେ।’’

 

BS