Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗତ ସନ୍ଧ୍ୟାରେ ସ୍ମରଣୀୟ ତାମିଲ ନବ ବର୍ଷ ଉତ୍ସବ କାର୍ଯ୍ୟକ୍ରମକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ସନ୍ଧ୍ୟାରେ ନୂଆଦିଲ୍ଲୀ ଠାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏଲ ମୁରୁଗାନଙ୍କ ବାସଭବନରେ ଆୟୋଜି ସ୍ମରଣୀୟ ତାମିଲ ନବ ବର୍ଷ ଉତ୍ସବ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣକୁ ସେୟାର କରିଛନ୍ତି ଶ୍ରୀ ମୋଦୀ ମଧ୍ୟ ତାମିଲ ନୂଆ ବର୍ଷ ଉତ୍ସବ କାର୍ଯ୍ୟକ୍ରମର ଏକ ଭିଡିଓ କ୍ଲିପ୍କୁ ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ଗତ ସନ୍ଧ୍ୟାରେ ଏକ ସ୍ମରଣୀୟ ତାମିଲ ନବ ବର୍ଷ ଉତ୍ସବ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଏଠାରେ ରହିଛି

HS