Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗଣତନ୍ତ୍ର ଦିବସର ଶୁଭେଚ୍ଛା ପାଇଁ ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଥିବା ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କୁ ଧନ୍ୟବାଦ ଦେଇଛନ୍ତି ।

 

ସେ ଜଗନ୍ନାଥଙ୍କ ଏକ ପୋଷ୍ଟରେ ପ୍ରତିକ୍ରିୟା ଦେଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଆପଣଙ୍କ ହାର୍ଦ୍ଦିକ ଶୁଭକାମନା ପାଇଁ ଧନ୍ୟବାଦ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ । ଏହି ବର୍ଷ ଏବଂ ସବୁବେଳ ପାଇଁ ଆମର ମଜଭୁତ ଦ୍ୱିପାକ୍ଷିକ ଭାଗୀଦାରି ଆହୁରି ସୁଦୃଢ଼ ହେବାର ଆଶା ରହିଛି ।’

 

SR