ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮.୦୧.୨୨) କ୍ୟାରିଅପ୍ପା ଗ୍ରାଉଣ୍ଡରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର୍ୟାଲିକୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗାର୍ଡ ଅଫ ଅନର ନିରୀକ୍ଷଣ କରିବା ସହ ସମର ଶିକ୍ଷାର୍ଥୀ ବାହିନୀ ଦ୍ୱାରା ଆୟୋଜିତ ମାର୍ଚ୍ଚଫାଷ୍ଟର ମଧ୍ୟ ସମୀକ୍ଷା କରିଥିଲେ । ଏହାଛଡା ଶ୍ରୀ ମୋଦୀ ସମର ଶିକ୍ଷାର୍ଥୀମାନେ ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ସେବା କୌଶଳ, ମାଇକ୍ରୋଲାଇଟ୍ ଫ୍ଲାଇଂ,ଖସଡିବା, ପାରାସେଲିଂ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଅବଲୋକନ କରିଥିଲେ । ଶ୍ରେଷ୍ଠ ସମର ଶିକ୍ଷାର୍ଥୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ପଦକ ଓ ବ୍ୟାଟନ ଗ୍ରହଣ କରିଥିଲେ ।
ସମବେତ ବ୍ୟକ୍ତି ଓ ଶିକ୍ଷାର୍ଥୀଗଣକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଦେଶ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରୁଥିବା ପରିପ୍ରେକ୍ଷୀରେ ଏକ ଭିନ୍ନ ସ୍ୱାଦର ଉତ୍ସାହ ଦେଖିପାରୁଥିବା ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ନିଜର ସମରଶିକ୍ଷାର୍ଥୀ ରହିଥିବା ବେଳର ସ୍ମୃତିଚାରଣ କରି ତାଙ୍କର ସମର ଶିକ୍ଷାର୍ଥୀ ବେଳର ତାଲିମ ତାଙ୍କୁ ଦେଶର ଦାୟିତ୍ୱ ତୁଲାଇବା ବେଳେ ଶକ୍ତି ପ୍ରଦାନ କରିଛି ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ ଦେଶ ଗଠନରେ ଅବଦାନ ନିମନ୍ତେ ଲାଲା ଲାଜପତ ରାଏ ଏବଂ ଫିଲ୍ଡ ମାର୍ଶାଲ କ୍ୟାରିଅପ୍ପାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦେଶର ଏହି ଦୁଇ ମହାନ ସାହସୀ ସୁପୁୁତ୍ରଙ୍କ ଜୟନ୍ତୀ ମଧ୍ୟ ଆଜି ପଡୁଛି ।
ଦେଶ ଆଜି ଯେତେବେଳେ ନୂତନ ସଂକଳ୍ପ ନେଇ ଆଗଉଛି ସମର ଶିକ୍ଷାର୍ଥୀ ବାହିନୀକୁ ମଜଭୂତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ସେଥିପାଇଁ ଦେଶରେ ଉଚ୍ଚସ୍ତରୀୟ ସମୀକ୍ଷା କମିଟି ଗଠନ କରାଯାଇଛି । ଗତ ଦୁଇବର୍ଷ ମଧ୍ୟରେ ସୀମାନ୍ତ ଅଞ୍ଚଳରେ ଏକ ଲକ୍ଷ ନୂତନ ସମରଶିକ୍ଷାର୍ଥୀ ସୃଷ୍ଟି ହୋଇଛନ୍ତି ବୋଲି ସେ କହିଥିଲେ ।
ପ୍ରତିରକ୍ଷା କ୍ଷେତ୍ରରେ କିପରି ଝିଅ ଓ ମହିଳାମାନଙ୍କ ନିମନ୍ତେ ବୃତ୍ତିଗତ ଜୀବନ ପାଇଁ ଦ୍ୱାର ଉନ୍ମୁକ୍ତ କରାଯାଇଛି ପ୍ରଧାନମନ୍ତ୍ରୀ ସେ ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ । ଅଧିକରୁ ଅଧିକ ଝିଅ ସମର ଶିକ୍ଷାର୍ଥୀରେ ଯୋଗଦାନ ଦେଶରେ ମନୋଭାବ ପରିବର୍ତ୍ତନର ପ୍ରତୀକଭାବେ ବିବେଚନା କରାଯାଇପାରେ । “ଦେଶ ଆପଣମାନଙ୍କ ଅବଦାନ ଆବଶ୍ୟକ କରୁଛି ଓ ସେଥିପାଇଁ ପର୍ଯ୍ୟାନ୍ତ ସୁଯୋଗ ରହିଛି” ବୋଲି ସେ ବାଳିକା ଶିକ୍ଷାର୍ଥୀମାନଙ୍କୁ କହିଥିଲେ । ସେ କହିଥିଲେ ଯେ, “ଆଜିକାଲି ଅଧିକରୁ ଅଧିକ ଝିଅ ସୈନିକ ବିଦ୍ୟାଳୟରେ ନାମ ଲେଖାଉଛନ୍ତି ଓ ମହିଳାମାନେ ସେନାରେ ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି । ଆମ ଦେଶର ଝିଅମାନେ ବାୟୁସେନାର ଲଢୁଆ ବିମାନ ଉଡାଉଛନ୍ତି । ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ ବାଳିକା ସମର ଶିକ୍ଷାର୍ଥୀରେ ଯୋଗଦେବା ନେଇ ଆମେ ଉଦ୍ୟମ କରିବା ଦରକାର ବୋଲି ସେ କହିଥିଲେ ।
ଯୁବ ସୁଲଭ ଶିକ୍ଷାର୍ଥୀମାନଙ୍କ ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ଶତାବ୍ଦୀରେ ଜନ୍ମ ନେଇଥିବାରୁ ୨୦୪୭ ପର୍ଯ୍ୟନ୍ତ ଦେଶକୁ ଆଗେଇ ନେବା ପାଇଁ ସେମାନଙ୍କ ଗୁରୁଦାୟିତ୍ୱ ରହିଛି । “ଆପଣମାନଙ୍କ ଉଦ୍ୟମ ଓ ସଂକଳ୍ପ ଭାରତର ସଫଳତା ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ” ବୋଲି ସେ କହିଥିଲେ । ଦେଶକୁ ଆଗରେ ରଖି ଯେଉଁ ଦେଶର ଯୁବସମାଜ ଆଗେଇ ଚାଲେ ବିଶ୍ୱର କୌଣସି ଶକ୍ତି ସେମାନଙ୍କୁ ଅଟକାଇ ପାରିବ ନାହିଁ । ଏହାକୁ ଦେଶର ଷ୍ଟାର୍ଟଅପ ଓ ଖେଳପଡିଆର ସଫଳତା ବାସ୍ତବରେ ପ୍ରମାଣ କରି ଦେଖାଇ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଆଜିଠାରୁ ଆରମ୍ଭ କରି ଆଗାମୀ ୨୫ବର୍ଷ ପର୍ଯ୍ୟନ୍ତ ଯେଉଁ ଅମୃତକାଳ ଆସୁଛି ସେଥିରେ ନିଜର ଆକାଂକ୍ଷା ଓ କାର୍ଯ୍ୟ ସହ ଦେଶର ବିକାଶ ଓ ଆଶାକୁ ଯୋଡି ଅଗ୍ରସର ହେବା ପାଇଁ ପ୍ରଧାନମନ୍ତ୍ରୀ ଶିକ୍ଷାର୍ଥୀମାନଙ୍କୁ ନିବେଦନ କରିଥିଲେ । ଆଜିର ଯୁବ ପିଢି ‘ଲୋକାଲ ଫର ଭୋକାଲ’ ଅଭିଯାନରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । “ଯଦି ଆଜିର ଯୁବଗୋଷ୍ଠୀ ଭାରତୀୟଙ୍କ ପରିଶ୍ରମ ଓ ସ୍ୱେଦବିନ୍ଦୁରେ ପ୍ରସ୍ତୁତ ଜିନିଷର ବ୍ୟବହାର ନିମନ୍ତେ ସଂକଳ୍ପ ନିଅନ୍ତି, ଭାରତର ଭାଗ୍ୟ ପରିବର୍ତ୍ତନ ହୋଇଯିବ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଗୋଟିଏ ପକ୍ଷରେ ଡିଜିଟାଲ ପ୍ରଯୁକ୍ତି ଜ୍ଞାନ ଓ ସୂଚନା ନେଇ ଅପାର ସମ୍ଭାବନା ରହିଛି । ଅପରପକ୍ଷରେ ତଥ୍ୟର ଅପପ୍ରଚାରରେ ମଧ୍ୟ ବିପଦ ରହିଛି । ଦେଶଣ ସାଧାରଣ ଜନତା ଯେପରି ଗୁଜବର ଶିକାର ନ ହୁଅନ୍ତି ତାହା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସମର ଶିକ୍ଷାର୍ଥୀ ମାନେ ଏକ ଜନସଚେତନତା ଅଭିଯାନ ଚଳାଇବାକୁ ଶ୍ରୀ ମୋଦୀ ପ୍ରସ୍ତାବ ଦେଇଥିଲେ ।
ଯେଉଁଠି ଏସସିସି / ଏନ୍ଏସ୍ଏସ୍ ରହିଛି ମାଦକ ଦ୍ରବ୍ୟ ସେସବୁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନ ପହଂଚିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ସମର ଶିକ୍ଷାର୍ଥୀମାନେ ନିଜେ ମାଦକ ପଦାର୍ଥ ଠାରୁ ନିଜକୁ ଦୂରେଇ ରଖିବା ସହ ସେମାନଙ୍କ ଶିକ୍ଷା ପରିସରତ୍କୁ ମଧ୍ୟ ଏଥିରୁ ଦୂରେଇ ରଖିବାକୁ ଉପଦେଶ ଦେଇଥିଲେ । ଏନସିସି/ଏନ୍ଏସଏସ୍ରେ ଯେଉଁ ବନ୍ଧୁମାନେ ନାହାଁନ୍ତି ସେମାନଙ୍କୁ ନିଶା ଅଭ୍ୟାସ ପରିହାର କରିବା ଉପରେ ସେ ଗୁରୁତ୍ୱା ଆରୋପ କରିଥିଲେ ।
ଦେଶରେ ସାମୁହିକ ବିକାଶ ପାଇଁ ନୂତନ ଶକ୍ତି ପ୍ରଦାନ କରୁଥିବା ସେଲଫ ଫୋର୍ ସୋସାଇଟି ପୋର୍ଟ୍ାଲରେ ନିଜକୁ ଯୋଡିବାକୁ ପ୍ରଧାନମନ୍ତ୍ରୀ ଶିକ୍ଷାର୍ଥୀମାନଙ୍କୁ କହିଥିଲେ । ଏହି ପୋର୍ଟାଲରେ ସାତହଜାରରୁ ଅଧିକ ସଂଗଠନ ଓ ୨ଲକ୍ଷ୨୫ହଜାର ଜନସାଧାରଣ ଯୋଡି ହୋଇଛନ୍ତି ।
इस समय देश अपनी आज़ादी का अमृत महोत्सव मना रहा है।
और जब एक युवा देश, इस तरह के किसी ऐतिहासिक अवसर का साक्षी बनता है, तो उसके उत्सव में एक अलग ही उत्साह दिखता है।
यही उत्साह मैं अभी करियप्पा ग्राउंड में देख रहा हूं: PM @narendramodi
— PMO India (@PMOIndia) January 28, 2022
आज जब देश नए संकल्पों के साथ आगे बढ़ रहा है, तब देश में एनसीसी को मजबूत करने के लिए भी हमारे प्रयास जारी हैं।
इसके लिए देश में एक हाई लेवेल रिव्यू कमेटी की स्थापना की गई है।
पिछले दो सालों में हमने देश के सीमावर्ती क्षेत्रों में 1 लाख नए कैडेट्स बनाए हैं: PM @narendramodi
— PMO India (@PMOIndia) January 28, 2022
अब देश की बेटियाँ सैनिक स्कूलों में एड्मिशन ले रही हैं।
सेना में महिलाओं को बड़ी जिम्मेदारियाँ मिल रही हैं।
एयरफोर्स में देश की बेटियाँ फाइटर प्लेन उड़ा रही हैं।
ऐसे में हमारा प्रयास होना चाहिए कि एनसीसी में भी ज्यादा से ज्यादा बेटियाँ शामिल हों: PM @narendramodi
— PMO India (@PMOIndia) January 28, 2022
आज इस समय जितने भी युवक-युवतियां NCC में हैं, NSS में हैं, उसमें से ज्यादातर इस शताब्दी में ही पैदा हुए हैं।
आपको ही भारत को 2047 तक लेकर जाना है।
इसलिए आपकी कोशिशें, आपके संकल्प, उन संकल्पों की सिद्धि, भारत की सिद्धि होगी, भारत की सफलता होगी: PM @narendramodi
— PMO India (@PMOIndia) January 28, 2022
जिस स्कूल-कॉलेज में NCC हो, NSS हो वहां पर ड्रग्स कैसे पहुंच सकती है।
आप कैडेट के तौर पर खुद ड्रग्स से मुक्त रहें और साथ ही साथ अपने कैंपस को भी ड्रग्स से मुक्त रखें।
आपके साथी, जो NCC-NSS में नहीं हैं, उन्हें भी इस बुरी आदत को छोड़ने में मदद करिए: PM @narendramodi
— PMO India (@PMOIndia) January 28, 2022
****
SM / SLP
Addressing the NCC Rally. https://t.co/R1XBNFWe9v
— Narendra Modi (@narendramodi) January 28, 2022
इस समय देश अपनी आज़ादी का अमृत महोत्सव मना रहा है।
— PMO India (@PMOIndia) January 28, 2022
और जब एक युवा देश, इस तरह के किसी ऐतिहासिक अवसर का साक्षी बनता है, तो उसके उत्सव में एक अलग ही उत्साह दिखता है।
यही उत्साह मैं अभी करियप्पा ग्राउंड में देख रहा हूं: PM @narendramodi
मुझे गर्व है कि मैं भी कभी आपकी तरह ही एनसीसी का सक्रिय कैडेट रहा हूँ।
— PMO India (@PMOIndia) January 28, 2022
मुझे एनसीसी में जो ट्रेनिंग मिली, जो जानने सीखने को मिला, आज देश के प्रति अपनी जिम्मेदारियों के निर्वहन में मुझे उससे असीम ताकत मिलती है: PM @narendramodi
आज जब देश नए संकल्पों के साथ आगे बढ़ रहा है, तब देश में एनसीसी को मजबूत करने के लिए भी हमारे प्रयास जारी हैं।
— PMO India (@PMOIndia) January 28, 2022
इसके लिए देश में एक हाई लेवेल रिव्यू कमेटी की स्थापना की गई है।
पिछले दो सालों में हमने देश के सीमावर्ती क्षेत्रों में 1 लाख नए कैडेट्स बनाए हैं: PM @narendramodi
अब देश की बेटियाँ सैनिक स्कूलों में एड्मिशन ले रही हैं।
— PMO India (@PMOIndia) January 28, 2022
सेना में महिलाओं को बड़ी जिम्मेदारियाँ मिल रही हैं।
एयरफोर्स में देश की बेटियाँ फाइटर प्लेन उड़ा रही हैं।
ऐसे में हमारा प्रयास होना चाहिए कि एनसीसी में भी ज्यादा से ज्यादा बेटियाँ शामिल हों: PM @narendramodi
आज इस समय जितने भी युवक-युवतियां NCC में हैं, NSS में हैं, उसमें से ज्यादातर इस शताब्दी में ही पैदा हुए हैं।
— PMO India (@PMOIndia) January 28, 2022
आपको ही भारत को 2047 तक लेकर जाना है।
इसलिए आपकी कोशिशें, आपके संकल्प, उन संकल्पों की सिद्धि, भारत की सिद्धि होगी, भारत की सफलता होगी: PM @narendramodi
जिस देश का युवा, राष्ट्र प्रथम की सोच के साथ आगे बढ़ने लगता है, उसे कोई दुनिया की कोई ताकत रोक नहीं सकती।
— PMO India (@PMOIndia) January 28, 2022
आज खेल के मैदान में, भारत की सफलता भी इसका एक बड़ा उदाहरण है: PM @narendramodi
आजादी के अमृतकाल में, आज से लेकर अगले 25 वर्ष, आपको अपनी प्रवृतियों को, अपने कार्यों को देश के विकास के साथ, देश की अपेक्षाओं के साथ जोड़ना है: PM @narendramodi
— PMO India (@PMOIndia) January 28, 2022
सभी युवा, वोकल फॉर लोकल के अभियान में बहुत बड़ी भूमिका निभा सकते हैं।
— PMO India (@PMOIndia) January 28, 2022
अगर भारत के युवा ठान लें कि जिस चीज के निर्माण में किसी भारतीय का श्रम लगा है, किसी भारतीय का पसीना बहा, सिर्फ वही चीज इस्तेमाल करेंगे, तो भारत का भाग्य बदल सकता है: PM @narendramodi
आज एक ओर डिजिटल टेक्नोलॉजी और इन्फॉर्मेशन से जुड़ी अच्छी संभावनाएं हैं, तो दूसरी ओर misinformation के खतरे भी हैं।
— PMO India (@PMOIndia) January 28, 2022
हमारे देश का सामान्य मानवी, किसी अफवाह का शिकार न हो ये भी जरूरी है।
NCC कैडेट्स इसके लिए एक जागरूकता अभियान चला सकते हैं: PM @narendramodi
जिस स्कूल-कॉलेज में NCC हो, NSS हो वहां पर ड्रग्स कैसे पहुंच सकती है।
— PMO India (@PMOIndia) January 28, 2022
आप कैडेट के तौर पर खुद ड्रग्स से मुक्त रहें और साथ ही साथ अपने कैंपस को भी ड्रग्स से मुक्त रखें।
आपके साथी, जो NCC-NSS में नहीं हैं, उन्हें भी इस बुरी आदत को छोड़ने में मदद करिए: PM @narendramodi
प्रसिद्ध कवि माखनलाल चतुर्वेदी की इन पंक्तियों के साथ मां भारती भी आज भारत के युवाओं से यही आह्वान कर रही है… pic.twitter.com/gP2XJzX6Ev
— Narendra Modi (@narendramodi) January 28, 2022
NCC और NSS के युवाओं ने कोरोना के संकटकाल में अपने सेवाभाव से सभी का दिल जीता है। अब ये देखना भी आपका दायित्व है कि एक कैडेट के तौर पर आपने जितना कुछ सीखा है, उसका लाभ समाज को आगे कैसे मिले। pic.twitter.com/O5ly8pG1eM
— Narendra Modi (@narendramodi) January 28, 2022
अगर देश के युवा ठान लें कि सिर्फ वही चीज इस्तेमाल करेंगे, जिसके निर्माण में किसी भारतीय का श्रम लगा है, तो भारत का भाग्य बदल सकता है। pic.twitter.com/ZZEBsse6F1
— Narendra Modi (@narendramodi) January 28, 2022
यह समय Technology और Innovation का है, डिजिटल क्रांति का है। इस युग का अगर कोई नायक है, तो वो देश के युवा हैं। इसलिए, बदलाव के इस दौर में बतौर कैडेट कई नई जिम्मेदारियां भी आपके पास हैं। pic.twitter.com/zWp0Tn3dIx
— Narendra Modi (@narendramodi) January 28, 2022