ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କ୍ରେଡିଟ ଗ୍ୟାରେଣ୍ଟି ଯୋଜନାରେ ସଂସ୍କାର ଏମଏସଏମଇ କ୍ଷେତ୍ରକୁ ମଜବୁତ କରିବା ପାଇଁ ସରକାରଙ୍କ ପ୍ରୟାସର ଅଂଶବିଶେଷ ।
କେନ୍ଦ୍ର ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନାରାୟଣ ରାଣେ ଏକ ଟ୍ୱିଟ ଶୃଙ୍ଖଳରେ ସୂଚନା ଦେଇଛନ୍ତି ଏମଏସଇ କ୍ଷେତ୍ରକୁ ମଜବୁତ କରିବା ପାଇଁ ଲଗାତର ଉଦ୍ୟମ ଅନ୍ତର୍ଗତ ଏମଏସଇ ଋଣ ପ୍ରବାହ ବଢାଇବା କ୍ରେଡିଟ ଗ୍ୟାରେଣ୍ଟି ଯୋଜନାକୁ ନୂଆ ରୂପ ଦିଆଯାଇଛି ।
କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏମଏସଏମଇ କ୍ଷେତ୍ରକୁ ମଜବୁତ କରିବା ପାଇଁ ସରକାରଙ୍କ ପ୍ରୟାସର ଅଂଶବିଶେଷ ।”
This is a part of our Government’s efforts to strengthen the MSME sector. https://t.co/EWdEZeNCVA
— Narendra Modi (@narendramodi) April 4, 2023
SR
This is a part of our Government's efforts to strengthen the MSME sector. https://t.co/EWdEZeNCVA
— Narendra Modi (@narendramodi) April 4, 2023