Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କ୍ରିକେଟର ମହମ୍ମଦ ଶାମିଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ରିକେଟର ମହମ୍ମଦ ଶାମିଙ୍କ ଦ୍ରୁତ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ମହମ୍ମଦ ଶାମି କହିଥିଲେ ଯେ, ତାଙ୍କ ପାଦରେ ଆକିଲିସ୍ ଟେଣ୍ଡନ୍‌ର ଅପରେସନ ହୋଇଛି ।

 

ମହମ୍ମଦ ଶାମିଙ୍କ ଏକ୍ସ ହ୍ୟାଣ୍ଡେଲରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ଆପଣଙ୍କ ଶୀଘ୍ର ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛି । ମୋର ବିଶ୍ୱାସ ଯେ ଆପଣ ସେହି ସାହସର ସହ ଏହି ଆଘାତ ଉପରେ କାବୁ ପାଇଯିବେ ଯାହା କି ଆପଣଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ।’

 

 SR