Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୋମୋରସ୍ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବା ଅଜାଲି ଆସୋମାନିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋମୋରସ୍ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବା ଅଜାଲି ଆସୋମାନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

ଭାରତ-କୋମୋରସ୍ ସହଭାଗିତା, ଭାରତ-ଆଫ୍ରିକା ଭାଗିଦାରୀ ଏବଂ ‘ଭିଜନ ସାଗର’କୁ ଅଧିକ ମଜଭୁତ କରିବା ଲାଗି ସେ ଉତ୍ସାହିତ ଥିବା କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘କୋମୋରସ୍ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବା ଅଜାଲି ଆସୋମାନିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭାରତ-କୋମୋରସ୍ ସହଭାଗିତା, ଭାରତ-ଆଫ୍ରିକା ଭାଗିଦାରୀ ଏବଂ ‘ଭିଜନ ସାଗର’କୁ ଅଧିକ ମଜଭୁତ କରିବାକୁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଉତ୍ସାହିତ ଅଛି ।’

 

SR