ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିକଲସେଲ ଆନିମିଆ ଉନ୍ମୁଳନ ମିଶନ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟଙ୍କ ଲିଖିତ ଏକ ନିବନ୍ଧ ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଲେଖିଛନ୍ତି କିପରି ‘ସିକଲସେଲ ଆନିମିଆ ଉନ୍ମୁଳନ ମିଶନ’ ଏହି ରୋଗ ବିରୋଧରେ ଲଢେଇକୁ ଅଧିକ ମଜବୁତ କରିବ ।”
SR
Union Health Minister @mansukhmandviya writes how 'Sickle Cell Anaemia Elimination' Mission will provide great strength to the fight against the disease. https://t.co/9aMB6xDEQX
— PMO India (@PMOIndia) July 4, 2023