ଫେବୃଆରୀ ୧୭ରେ କୋକରାଝାରେ ଅନୁଷ୍ଠିତ ହେବାକୁ ଥିବାଐତିହାସିକ ଏକ ଦିନିଆ ସ୍ୱତନ୍ତ୍ର ବିଧାସନଭା ଅଧିବେଶନକୁପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ ଉଭୟ କେନ୍ଦ୍ର ଏବଂ ଆସାମର ଏନ୍ଡିଏସରକାର ବୋଡୋ ସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ବୋଡୋଆକାଂକ୍ଷାଗୁଡିକୁ ପୂରଣ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ।ଆଗାମୀ ଦିନରେ ଏହି କାର୍ଯ୍ୟଗୁଡିକ ଅଧିକ ଉତ୍ସାହର ସହିତ ଜାରିରହିବ ।
ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱା ସରମାଙ୍କ ଦ୍ୱାରାକୋକରାଝାରରେ ଏକ ଦିନିଆ ବିଧାନସଭା ଅଧିବେଶନ ସମ୍ପର୍କରେଏକ୍ସରେ କରାଯାଇଥିବା ଘୋଷଣା ଉପରେ ଏକ ପୋଷ୍ଟର ଉତ୍ତରଦେଇ ଶ୍ରୀ ମୋଦୀ ଲେଖିଛନ୍ତି :
“ଉଭୟ କେନ୍ଦ୍ର ଏବ ଆସାମର ଏନ୍ଡିଏ ସରକାର, ବୋଡୋସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ବୋଡୋ ଆକାଂକ୍ଷାଗୁଡିକୁ ପୂରଣକରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଆଗାମୀ ଦିନରେ ଏହିକାର୍ଯ୍ୟଗୁଡିକ ଅଧିକ ଉତ୍ସାହର ସହିତ ଜାରି ରହିବ।
ମୁଁ କୋକରାଝାରକୁ କରିଥିବା ମୋର ଯାତ୍ରାକୁ ମନେ ପକାଉଛି, ଯେଉଁଠାରେ ମୁଁ ଜୀବନ୍ତ ବୋଡୋ ସଂସ୍କୃତି ଦେଖିଥିଲି ।”
SR
The NDA Governments, both in the Centre and Assam, have been working tirelessly to empower the Bodo community and fulfil Bodo aspirations. These works will continue with even greater vigour.
— Narendra Modi (@narendramodi) February 15, 2025
I fondly recall my own visit to Kokrajhar, where I witnessed the vibrant Bodo culture. https://t.co/WXjwPl5QOa
কেন্দ্ৰ আৰু অসম উভয়ৰে এন ডি এ চৰকাৰে বড়ো জনগোষ্ঠীৰ সবলীকৰণ আৰু বড়োসকলৰ আকাংক্ষা পূৰণৰ বাবে অক্লান্তভাৱে কাম কৰি আহিছে। এই কামবোৰ আৰু অধিক উদ্যমেৰে চলি থাকিব।
— Narendra Modi (@narendramodi) February 15, 2025
মোৰ নিজৰ কোকৰাঝাৰ ভ্ৰমণৰ কথা মনত পৰে, য’ত মই স্পন্দনশীল বড়ো সংস্কৃতিৰ সাক্ষী হৈছিলো। https://t.co/WXjwPl5QOa