Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୃଷକ ଭାଇ ଓ ଭଉଣୀଙ୍କ କଲ୍ୟାଣ ପାଇଁ ଆମେ କୌଣସି ସୁଯୋଗ ଛାଡିବାକୁ ଯାଉନାହୁଁ: ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାରଙ୍କ ନୀତି ଯୋଗୁଁ ଚିନି ଶିଳ୍ପରେ ଆତ୍ମର୍ନିଭରଶୀଳ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଟୁଇଟ୍ ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;

“ମୋର ଇଚ୍ଛା ଯେ କୃଷକ ଭାଇ ଓ ଭଉଣୀଙ୍କ ଜୀବନରେ ଖୁସିର ଏହି ଧାରା ଜାରି ରହୁ । ସେମାନଙ୍କ କଲ୍ୟାଣ ପାଇଁ ଆମେ କୌଣସି ସୁଯୋଗ ଛାଡିବାକୁ ଯାଉନାହୁଁ ।”

HS