ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଫାୟାର ଆଣ୍ଡ୍ ଫୁ୍ୟରି ସ୍ୟାପର୍ସର କ୍ୟାପଟେନ୍ ଶିବା ଚୌହାନ କଠୋର ତାଲିମ ସମାପ୍ତ ପରେ ପ୍ରଥମ ମହିଳା ଅଧିକାରୀ ଭାବେ ବିଶ୍ୱର ଉଚ୍ଚତମ ଯୁଦ୍ଧକ୍ଷେତ୍ର ସିଆଚେନର କୁମାର ପୋଷ୍ଟରେ ମୁତୟନ ହୋଇଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ।
ଫାୟାର ଆଣ୍ଡ୍ ଫୁ୍ୟରି ସ୍ୟାପର୍ସ କର୍ପସ ଦ୍ୱାରା ହୋଇଥିବା ଏକ ପୋଷ୍ଟ ଉପରେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି:
‘‘ପ୍ରତ୍ୟେକ ଭାରତୀୟଙ୍କୁ ଏହା ଗୌରବାନ୍ୱିତ କରିବ, ଭାରତର ନାରୀ ଶକ୍ତିର ଉତ୍ସାହକୁ ଏହା ବଖାଣୁଛି ।’’
This will make every Indian proud, illustrating the spirit of India’s Nari Shakti. https://t.co/rPJ07EyMvS
— Narendra Modi (@narendramodi) January 4, 2023
SR
This will make every Indian proud, illustrating the spirit of India's Nari Shakti. https://t.co/rPJ07EyMvS
— Narendra Modi (@narendramodi) January 4, 2023