Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୁନୋରେ ଛଡା ଯାଇଥିବା ଚିତାଙ୍କ ସମ୍ପର୍କିତ ଖବର ଶେୟାର କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୂଚନା ଦେଇଛନ୍ତି ଯେ, ବାଧ୍ୟତାମୂଳକ ପୃଥକବାସ ପରେ କୁନୋ ବାସସ୍ଥଳୀ ସହ ଖାପ ଖୁଆଇବା ପାଇଁ ୨ଟି ଚିତାଙ୍କୁ ବୃହତ ଏନକ୍ଲୋଜରରେ ଛଡା ଯାଇଛି ।

ଶ୍ରୀ ମୋଦୀ ଟ୍ୱିଟ କରିଛନ୍ତି;

“ବଢିଆ ଖବର ! ମୋତେ ସୂଚନା ଦିଆଯାଇଛି ଯେ, ବାଧ୍ୟତାମୂଳକ ପୃଥକବାସ ପରେ କୁନୋ ବାସସ୍ଥଳୀ ସହ ଖାପ ଖୁଆଇବା ପାଇଁ ୨ଟି ଚିତାଙ୍କୁ ବୃହତ ଏନକ୍ଲୋଜରରେ ଛଡା ଯାଇଛି । ଅନ୍ୟମାନଙ୍କୁ ଶୀଘ୍ର ଛଡାଯିବ । ସମସ୍ତ ଚିତା ସୁସ୍ଥ, ସକ୍ରିୟ ଥିବା ସହ ପରିବେଶ ସହ ଭଲ ଭାବେ ଖାପ ଖୁଆଉଥିବା ଜାଣି ଖୁସି ।”