ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ କୁଚ୍ଛି ନବବର୍ଷ ଅବସରରେ ଅଭିନନ୍ଦନ ଜଣାଇଛନ୍ତି ।
‘‘କୁଚ୍ଛି ନବବର୍ଷ – ପବିତ୍ର ଆଷାଢୀ ବିଜ ଅବସରରେ ଏହି ପର୍ବ ପାଳନ କରୁଥିବା ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ବର୍ଷଟି ଆନନ୍ଦ, ଉଲ୍ଲାସ ଓ ସମୃଦ୍ଧିର ବର୍ଷ ହେଉ ବୋଲି ମୋର ପ୍ରାର୍ଥନା,’’ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।
On Kutchi New Year, the auspicious occasion of Ashadhi Bij, greetings to those celebrating. Praying for a year filled with joy & prosperity.
— Narendra Modi (@narendramodi) July 6, 2016