Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କିଷାନ ଡ୍ରୋନର ବିକାଶ କୃଷି କ୍ଷେତ୍ରରେ ଏକ ପ୍ରଭାବଶାଳୀ ଏବଂ ଦକ୍ଷ କୌଶଳ ଯୋଗାଇଥାଏ: ପ୍ରଧାନମନ୍ତ୍ରୀ


କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର କିପରି କୃଷକଙ୍କ ଆୟ ବୃଦ୍ଧି କରିଛି ଏବଂ ସେମାନଙ୍କ ଜୀବନର ମାନରେ ଉନ୍ନତି ଆଣିଛି ତାହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୋହରାଇଛନ୍ତି ।

 

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଏକ ଆର୍ଟିକଲ ସେୟାର କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:

 

‘କିଷାନ ଡ୍ରୋନର ବିକାଶ କିପରି ତରଳ ସାର ପ୍ରୟୋଗରେ ଏକ ପ୍ରଭାବଶାଳୀ ଏବଂ ଦକ୍ଷ କୌଶଳ ପ୍ରଦାନ କରିଛି ଏବଂ କିପରି କୃଷକଙ୍କ ଜୀବନର ମାନ ବୃଦ୍ଧି କରିଛି ତାହା କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ବର୍ଣ୍ଣନା କରିଛନ୍ତି ।’

 

  SR