Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କାଶୀ ତାମିଲ ସଙ୍ଗମମ୍‌ର ଶୁଭାରମ୍ଭ, କାଶୀ ଓ ତାମିଲନାଡ଼ୁ ମଧ୍ୟରେ ଏହା କାଳାତୀତ ସଭ୍ୟତାଗତ ବନ୍ଧନର ଉତ୍ସବ, ଦୀର୍ଘ ଶତାବ୍ଦୀ ଧରି ଥିବା ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ଐତିହାସିକ ସଂଯୋଗ ଗୋଟିଏ ମଞ୍ଚରେ ଏକାଠି: ପ୍ରଧାନମନ୍ତ୍ରୀ


 

କାଶୀ ତାମିଲ ସଙ୍ଗମମ୍ ୨୦୨୫ରେ ସାମିଲ ହେବାକୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି

ଶ୍ରୀ ମୋଦୀ କହିଛନ୍ତି, କାଶୀ ତାମିଲ ସଙ୍ଗମମ୍ ଆରମ୍ଭ ହୋଇଛି ସେ ପୁଣି କହିଛନ୍ତି, ଏହା କାଶୀ ତାମିଲନାଡ଼ୁ ମଧ୍ୟରେ କାଳାତୀତ ସଭ୍ୟତାଗତ ବନ୍ଧନର ଉତ୍ସବ, ଦୀର୍ଘ ଶତାବ୍ଦୀ ଧରି ଥିବା ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ଐତିହାସିକ ସଂଯୋଗ ଗୋଟିଏ ମଞ୍ଚରେ ଏକାଠି ହେଉଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

କାଶୀ ତାମିଲ ସଙ୍ଗମମ୍ ଶୁଭାରମ୍ଭ ହୋଇଛି

ଏହା କାଶୀ ତାମିଲନାଡ଼ୁ ମଧ୍ୟରେ କାଳାତୀତ ସଭ୍ୟତାଗତ ବନ୍ଧନର ଏକ ଉତ୍ସବ, ଦୀର୍ଘ ଶତାବ୍ଦୀ ଧରି ଥିବା ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ଐତିହାସିକ ସଂଯୋଗ ଗୋଟିଏ ମଞ୍ଚରେ ଏକାଠି ହେଉଛନ୍ତି ଏହା ମଧ୍ୟଏକ ଭାରତ,୍ରେଷ୍ଠ ଭାରତ ସ୍ପିରିଟକୁ ଗୁରୁତ୍ ଦେଉଛି

କାଶୀ ତାମିଲ ସଙ୍ଗମମ୍ ୨୦୨୫ରେ ସାମିଲ ହେବାକୁ ସମସ୍ତଙ୍କୁ ଅନୁରୋଧ କରୁଛି!

@KTSangamam

SR