ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଉତ୍ତର ଓ ଦକ୍ଷିଣାଞ୍ଚଳ ମଧ୍ୟରେ ଏକ ସମୟୋତୀର୍ଣ୍ଣ ବନ୍ଧନର ଉଦାହରଣ କାଶୀ ତାମିଲ ସଂଗମ ପ୍ରତି ଉତ୍ସାହ ବ୍ୟକ୍ତ କରିଛନ୍ତି । ଏହା ଏକ ଭାରତ, ଶ୍ରେଷ୍ଠ ଭାରତ ଭାବନା ସହ ସୁନ୍ଦର ତାମିଲ ଭାଷା ତଥା ସଂସ୍କୃତିର ଉତ୍ସବ ହେବ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଡଃ ଏଲ ମୁରୁଗାନଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“କାଶୀ ତାମିଲ ସଂଗମ କାର୍ଯ୍ୟକ୍ରମ ପାଇଁ ମୁଁ ବେଶ ଉତ୍ସାହିତ । ଏହା ଏକ ଭାରତ, ଶ୍ରେଷ୍ଠ ଭାରତ ଭାବନା ସହ ସୁନ୍ଦର ତାମିଲ ଭାଷା ତଥା ସଂସ୍କୃତିର ଉତ୍ସବ ହେବ ।”
The Kashi Tamil Sangam is a programme I am particularly enthusiastic about. It will be a celebration of the spirit of Ek Bharat Shreshtha Bharat and will also celebrate the beautiful Tamil language as well as culture. https://t.co/v7T0sXoqyw
— Narendra Modi (@narendramodi) November 9, 2022
SR
Here are glimpses from Terminal 2 of the Kempegowda International Airport, Bengaluru. This will lead to capacity expansion of the airport and will boost commerce. I am glad that the terminal building accords topmost importance to sustainability. @BLRAirport pic.twitter.com/9MxVyClhig
— Narendra Modi (@narendramodi) November 9, 2022
காசி தமிழ் சங்கமம் நிகழ்வின் மீது எனக்கு பேருவகை ஏற்பட்டுள்ளது. இது ஒரே பாரதம் உன்னத பாரதம் உணர்வின் கொண்டாட்டம் மற்றும் அழகான தமிழ் மொழி மற்றும் கலாச்சாரத்தை கொண்டாடுவதாக இருக்கும். https://t.co/4Ck0QG0OOZ
— Narendra Modi (@narendramodi) November 9, 2022
ಬೆಂಗಳೂರು ಕೆಂಪೇಗೌಡ ಅಂತಾರಾಷ್ಟ್ರೀಯ ವಿಮಾನ ನಿಲ್ದಾಣದ 2ನೇ ಟರ್ಮಿನಲ್ ನ ಅದ್ಭುತ ದೃಶ್ಯಕಾವ್ಯ ಇಲ್ಲಿದೆ. ಇದು ವಿಮಾನ ನಿಲ್ದಾಣದ ಸಾಮರ್ಥ್ಯದ ವಿಸ್ತರಣೆಗೂ ಇಂಬು ನೀಡುತ್ತದೆ ಮತ್ತು ವಾಣಿಜ್ಯಕ್ಕೆ ಉತ್ತೇಜನ ನೀಡುತ್ತದೆ. ಟರ್ಮಿನಲ್ ಕಟ್ಟಡವು ಸುಸ್ಥಿರತೆಗೆ ಅತ್ಯುನ್ನತ ಪ್ರಾಮುಖ್ಯತೆಯನ್ನು ನೀಡುತ್ತದೆ ಎಂಬುದು ನನಗೆ ಸಂತಸ ತಂದಿದೆ. pic.twitter.com/PuuKtjBopu
— Narendra Modi (@narendramodi) November 9, 2022