କର୍ଣ୍ଣାଟକରାଜ୍ୟ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ରାଜ୍ୟ ଉତ୍ସବ ଅବସରରେ କର୍ଣ୍ଣାଟକର ମୋର ଭଉଣୀ ଏବଂ ଭାଇମାନଙ୍କୁ ଶୁଭେଚ୍ଛା । ଶକ୍ତି ଏବଂ ଦକ୍ଷତାରେ ଭରା ରାଜ୍ୟବାସୀଙ୍କ ଲାଗି କର୍ଣ୍ଣାଟକ ପ୍ରଗତିର ନୂତନ ଶିଖରରେ ପହଞ୍ଚିପାରିଛି । କର୍ଣ୍ଣାଟକବାସୀଙ୍କ ସୁଖ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି’ ।
**********
Karnataka Rajyotsava greetings to my sisters and brothers of Karnataka. Powered by the strength and skills of the people of the state, Karnataka is scaling new heights of progress. I pray for the happiness and good health of the people of Karnataka.
— Narendra Modi (@narendramodi) November 1, 2020