ଓଡ଼ିଶାରେ ଟ୍ରେନ୍ ଦୁର୍ଘଟଣା ପରେ ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିସହ ଶ୍ରୀ ମୋଦି ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସୁଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରାଯାଇଛି:
‘ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଟ୍ରେନ୍ ଦୁର୍ଘଟଣା ପରେ ସ୍ଥିତିର ଅନୁଧ୍ୟାନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ସମୀକ୍ଷା ବୈଠକରେ ଲୋକଙ୍କ ଉଦ୍ଧାର, ରିଲିଫ୍ ଏବଂ ଚିକିତ୍ସା ବାବଦରେ ଆଲୋଚନା କରାଯାଇଥିଲା ।’
‘ଦୁର୍ଘଟଣା ପରର ସ୍ଥିତି ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଅଭିମୁଖେ ବାହାରିଛନ୍ତି ।’
PM @narendramodi chaired a meeting to take stock of the situation in the wake of the train mishap in Odisha. Aspects relating to rescue, relief and medical attention to those affected were discussed in the review meeting. pic.twitter.com/kZC1ot3ACj
— PMO India (@PMOIndia) June 3, 2023
SR

PM @narendramodi is leaving for Odisha where he will review the situation in the wake of the train mishap.
— PMO India (@PMOIndia) June 3, 2023