Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଓଡ଼ିଶାରେ ଶପଥ ଗ୍ରହଣ ସମାରୋହର କିଛି ଦୃଶ୍ୟକୁ ନେଇ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ଐତିହାସିକ ଶପଥ ଗ୍ରହଣ ସମାରୋହର କିଛି ଦୃଶ୍ୟକୁ ନେଇ ଏକ ଭିଡିଓ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଓଡ଼ିଶାରେ ଐତିହାସିକ ଶପଥ ଗ୍ରହଣ ସମାରୋହର କିଛି ଝଲକ !”

*****