ହାଙ୍ଗଜୋ ଠାରେ ଏସୀୟ କ୍ରୀଡା ୨୦୨୨ ରେ ୩୫ କିଲୋମିଟର ରେସ୍ ୱାଲ୍ ମିକ୍ସଡ୍ ଟିମ୍ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାମ ବାବୁ ଏବଂ ମଞ୍ଜୁ ରାଣୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି
୩୫ କିଲୋମିଟର ରେସ୍ ୱାକ୍ ମିକ୍ସଡ୍ ଟିମ୍ ପ୍ରତିଯୋଗିତାରେ ଭାରତକୁ ବ୍ରୋଞ୍ଜ ପଦକ ଦେଇ ଗୌରବ ଆଣିଥିବାରୁ ରାମ ବାବୁ ଏବଂ ମଞ୍ଜୁ ରାଣୀଙ୍କୁ ଅଭିନନ୍ଦନ । ଏଭଳି ଚମତ୍କାର କ୍ରୀଡାବିତ୍ ମାନଙ୍କ ଦ୍ୱାରା ପ୍ରଦର୍ଶିତ ଅହେତୁକ ଧୈର୍ଯ୍ୟ ଏବଂ ନିଷ୍ଠା ବିନା ସମ୍ଭବ ନୁହେଁ । ”
***
Congratulations to Ram Baboo and Manju Rani for bringing glory to India with their Bronze Medal in the 35km Race Walk Mixed Team event. This would not be possible without the tremendous endurance and determination shown by these amazing athletes. pic.twitter.com/IYiZ4Ectnz
— Narendra Modi (@narendramodi) October 4, 2023
SSP