Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସୀୟ କ୍ରୀଡ଼ା ୨୦୨୨ରେ ସ୍କ୍ୱାସ୍ ପୁରୁଷ ଟିମ ସ୍ୱର୍ଣ୍ଣ ପଦକ ଜିତିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ସ୍ୱର୍ଣ୍ଣ ପଦକ ଜିତିଥିବା ସ୍କ୍ୱାସ୍ ପୁରୁଷ ଟିମର ସୌରଭ ଘୋଷାଲ, ଅଭୟ ସିଂ, ହରିନ୍ଦର ସାନ୍ଧୁ ଏବଂ ମହେଶ ମାଙ୍ଗାଓକରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

ଏସୀୟ କ୍ରୀଡ଼ାରେ ଚମତ୍କାର ବିଜୟ  ଏବଂ ସ୍ୱର୍ଣ୍ଣ ପଦକ ହାସଲ ପାଇଁ ଆମ ସ୍କ୍ୱାସ୍ ପୁରୁଷ ଟିମ୍ ପ୍ରତିଭାବାନ ସୌରଭ ଘୋଷାଲ, ଅଭୟ ସିଂ, ହରିନ୍ଦର ସାନ୍ଧୁ ଏବଂ ମହେଶ ମାଙ୍ଗାଓକରଙ୍କୁ ଅଭିନନ୍ଦନ ଏହି ପ୍ରଦର୍ଶନ ଯୁବ ଆଥଲେଟମାନଙ୍କୁ କ୍ରୀଡ଼ାରେ ଆଗକୁ ବଢ଼ିବା ଏବଂ ଉତ୍କୃଷ୍ଟତା ହାସଲ କରିବା ପାଇଁ ପ୍ରେରିତ କରିବ ଭାରତ ବହୁତ ଖୁସି

 

SR