ଏହି ସଫଳତା ପାଇଁ ଅଙ୍କିତା ଭକତ, ସିମରନଜିତ ଏବଂ ଭଜନ କୌରଙ୍କୁ ଶୁଭେଚ୍ଛା ।
ଏସୀୟ କ୍ରୀଡ଼ାରେ ମହିଳା ତୀରନ୍ଦାଜରେ ବ୍ରୋଞ୍ଜ ପଦକ ଜିତିଥିବା ଅଙ୍କିତା ଭକତ, ସିମରନଜିତ ଏବଂ ଭଜନ କୌରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଏସୀୟ କ୍ରୀଡ଼ାରେ ମହିଳା ତୀରନ୍ଦାଜ ଟିମର ସଫଳତାରେ ପୁରା ଦେଶ ଖୁସି ପାଳୁଛି । ଅଙ୍କିତା ଭକତ, ସିମରନଜିତ ଏବଂ ଭଜନ କୌରଙ୍କୁ ଅଭିନନ୍ଦନ । ସେମାନଙ୍କ ନିଷ୍ଠା, ଟିମୱର୍କ ଏବଂ ଉତ୍ସର୍ଗ ଉଲ୍ଲେଖନୀୟ ।’
India celebrates our Women Archers’ triumphant achievement of winning the Bronze Medal at the Asian Games. Congratulations to Ankita Bhakat, Simranjeet and Bhajan Kaur. Their precision, teamwork and dedication are remarkable. pic.twitter.com/imGFeZgRZb
— Narendra Modi (@narendramodi) October 6, 2023
SR
India celebrates our Women Archers' triumphant achievement of winning the Bronze Medal at the Asian Games. Congratulations to Ankita Bhakat, Simranjeet and Bhajan Kaur. Their precision, teamwork and dedication are remarkable. pic.twitter.com/imGFeZgRZb
— Narendra Modi (@narendramodi) October 6, 2023