ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ମହିଳା ୧୫୦୦ ମିଟର–ଟି୧୧ରେ ସ୍ୱର୍ଣ୍ଣ ପଦକ ଜିତିଥିବା ରକ୍ଷିଥା ରାଜୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ରାଜୁଙ୍କ ଅସାଧାରଣ ପ୍ରଦର୍ଶନ ଭାରତୀୟଙ୍କ ହୃଦୟକୁ ଉତ୍ସାହ ଓ ଗର୍ବରେ ଭରି ଦେଇଛି ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ଏସୀୟ ପାରା ଗେମ୍ସରେ ମହିଳା ୧୫୦୦ ମିଟର–ଟି–୧୧ରେ ସ୍ୱର୍ଣ୍ଣ ପଦକ ଜିତିଥିବା ରକ୍ଷିଥା ରାଜୁଙ୍କୁ ଅଭିନନ୍ଦନ।
ତାଙ୍କ ଅସାଧାରଣ ପ୍ରଦର୍ଶନ ଏବଂ ଅତୁଟ ସମର୍ପଣ ଭାରତର ହୃଦୟକୁ ଉତ୍ସାହ ଏବଂ ଗର୍ବରେ ଭରି ଦେଇଛି । ସେ ଆହୁରି ଚମତ୍କାର ଉପଲବ୍ଧି ହାସଲ କରିବା ଜାରି ରଖନ୍ତୁ।
Kudos to Rakshitha Raju for clinching the Gold in Women’s 1500m-T11 at the Asian Para Games.
Her exceptional performance and unwavering dedication fill the hearts of India with joy and admiration. May she continue to sprint towards even more illustrious achievements. pic.twitter.com/yFCfPS7KGC— Narendra Modi (@narendramodi) October 25, 2023
BS
Kudos to Rakshitha Raju for clinching the Gold in Women's 1500m-T11 at the Asian Para Games.
— Narendra Modi (@narendramodi) October 25, 2023
Her exceptional performance and unwavering dedication fill the hearts of India with joy and admiration. May she continue to sprint towards even more illustrious achievements. pic.twitter.com/yFCfPS7KGC