Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସିଆନ୍ ପାରା ଗେମ୍ସରେ ପୁରୁଷ ଡିସ୍କସ୍ ଥ୍ରୋ ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନୀରଜ ଯାଦବଙ୍କୁ ଅଭିନନ୍ଦନ ଜଣାଇଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ପାରା ଗେମ୍ସରେ ପୁରୁଷ ଡିସ୍କସ୍ ଥ୍ରୋଏଫ୍ ୫୪/୫୫/୫୬ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆଥଲେଟ୍ ନୀରଜ ଯାଦବଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ତାଙ୍କୁ ଜଣେ ପ୍ରକୃତ ଚାମ୍ପିୟନ ଆଖ୍ୟା ଦେଇ ସେ ଯାଦବଙ୍କ ଅତୁଟ ପ୍ରତିବଦ୍ଧତା ପ୍ରୟାସକୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:

ନୀରଜ ଯାଦବ ଜଣେ ପ୍ରକୃତ ଚାମ୍ପିୟନ।

ଏସିଆନ୍ ପାରା ଗେମ୍ସରେ ପୁରୁଷ ଡିସ୍କସ୍ ଥ୍ରୋଏଫ୍ ୫୪/୫୫/୫୬ରେ ଚମତ୍କାର ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନୀରଜ ଯାଦବଙ୍କୁ ଅଭିନନ୍ଦନ। ତାଙ୍କର ଅସାଧାରଣ ସଫଳତା ତାଙ୍କର ଅତୁଟ ପ୍ରତିବଦ୍ଧତା ଏବଂ ପ୍ରୟାସକୁ ଦର୍ଶାଉଛି ଏହି ସଫଳତା ପାଇଁ ଭାରତ ଗର୍ବ ଅନୁଭବ କରୁଛି

 

BS