Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସିଆନ୍ ପାରା ଗେମ୍ସରେ ପୁରୁଷ ଏକକ ଏସଏଚ୍ ୬ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା କ୍ରିଷ୍ଣା ନାଗରଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ଏକକ ଏସଏଚ ୬ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା କ୍ରିଷ୍ଣା ନାଗରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ନାଗରଙ୍କ ଦୃଢ଼ତାକୁ ମଧ୍ୟ ସେ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି :

ଏସିଆନ୍ ପାରା ଗେମ୍ସରେ ପୁରୁଷ ସିଙ୍ଗଲ୍ସ ଏସ୍ଏଚ୍-୬ ରେ ରୌପ୍ୟ ପଦକ ଜିତିଥିବାରୁ କ୍ରିଷ୍ଣା ନାଗରଙ୍କୁ ଅଭିନନ୍ଦନ।

ତାଙ୍କ ପ୍ରତିଭା ଓ ଦୃଢ଼ତା ସମର୍ଗ ଦେଶକୁ ଗର୍ବିତ କରିଛି।

 

BS