Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସିଆନ୍ ପାରା ଗେମ୍ସରେ ଚେସ୍ ରେ ବ୍ରୋଞ୍ଜ ପଦକ ଜିତିଥିବା କିଶନ ଗଙ୍ଗୋଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ଚେସ୍ ବି୨ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବା କିଶନ ଗଙ୍ଗୋଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ଏସୀୟ ପାରା ଗେମ୍ସରେ ପୁରୁଷ ଚେସ୍ ବି ବର୍ଗ (ବ୍ୟକ୍ତିଗତ)ରେ ବ୍ରୋଞ୍ଜ ପଦକ ଜିତିଥିବା କିଶନ ଗଙ୍ଗୋଲିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ

ତାଙ୍କର ଉଲ୍ଲେଖନୀୟ ମନୋବଳ ଏବଂ ଅତୁଟ ସଂକଳ୍ପ ଭାରତକୁ ଗର୍ବିତ କରିଛି

 

BS