ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲ ସିନେ ବ୍ୟକ୍ତିତ୍ୱ ତଥା ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ ଜି ରାମଚନ୍ଦ୍ରନଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆଜି ଆମେ ମହାନ୍ ଏମ୍ଜିଆର୍ଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ କରିବା ସହ ତାଙ୍କ ଜୀବନୀର ଉତ୍ସବ ପାଳୁଛୁ । ସେ ତାମିଲ ସିନେମାର ଜଣେ ପ୍ରକୃତ ଆଦର୍ଶ ଏବଂ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଥିଲେ । ତାଙ୍କ ଚଳଚ୍ଚିତ୍ର ବିଶେଷକରି ସାମାଜିକ ନ୍ୟାୟ ଏବଂ ସହାନୁଭୂତି ଉପରେ ଆଧାରିତ ଥିଲା, ଯାହା କି ଲୋକଙ୍କ ହୃଦୟ ଜିତିଥିଲା । ଜଣେ ନେତା ଏବଂ ମୁଖ୍ୟମନ୍ତ୍ରୀ ଭାବେ ସେ ଲୋକଙ୍କ କଲ୍ୟାଣ ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି, ଯାହା ତାମିଲନାଡ଼ୁର ସମୃଦ୍ଧି ଏବଂ ବିକାଶ ଉପରେ ସ୍ଥାୟୀ ପ୍ରଭାବ ପକାଇଛି । ତାଙ୍କ କାମ ଆମକୁ ପ୍ରେରଣା ଦେବା ଜାରି ରଖିବ ।’
Today, on his birth anniversary we remember and celebrate the life of the great MGR. He was a true icon of Tamil cinema and a visionary leader. His films, particularly those on social justice and empathy, won hearts beyond the silver screen. As a leader and Chief Minister, he…
— Narendra Modi (@narendramodi) January 17, 2024
SR