ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ଅଧୀନରେ ହୋଇଥିବା ଅଗ୍ରଗତି ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ର କ୍ଷମତାସମ୍ପନ୍ନ କାର୍ଯ୍ୟକ୍ରମ ସମିତି (EPC) ଓ ମିଶନ ପରିଚାଳନା ଗୋଷ୍ଠୀ (MSG)ର ନିଷ୍ପତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟକୁ ଅବଗତ କରାଯାଇଛି ।
ପ୍ରମୁଖ ବିଶେଷତ୍ୱ :
1 ଲକ୍ଷ ଶିଶୁ ଜନ୍ମ ପିଛା ମାତୃ ମୃତ୍ୟୁ ହାର ହ୍ରାସ |
5.3% |
8% |
1 ଲକ୍ଷ ଶିଶୁ ଜନ୍ମ ପିଛା ଶିଶୁ ମୃତ୍ୟୁ ହାର ହ୍ରାସ |
2.8% |
4.7% |
5 ବର୍ଷରୁ କମ ଶିଶୁଙ୍କ ମୃତ୍ୟୁ ହାର ହ୍ରାସ |
3.9% |
6.6% |
1990-2013 | 2013-2016 |
---|
ପ୍ରତି 1 ହଜାର ଜନସଂଖ୍ୟା ପିଛା ମ୍ୟାଲେରିଆ ପାରାସାଇଟ (ଏପିଆଇ) ବାର୍ଷିକ ମାମଲା |
2017ରେ 0.64 |
2018ରେ 0.30 |
************