ଶ୍ରୀ ଅକ୍କିନେନୀ ନାଗେଶ୍ୱର ରାଓଙ୍କୁ ଭାରତର ଗୌରବ ଏବଂ ତାଙ୍କର ପ୍ରଭାବି ପ୍ରଦର୍ଶନ ଆଗାମୀ ପିଢ଼ିକୁ ଉତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି । ସେ ଶ୍ରୀ ନାଗାର୍ଜୁନ ଆକ୍କିନେନୀ ଏବଂ ତାଙ୍କ ପରିବାରକୁ ସାକ୍ଷାତ କରି ଖୁସି ପ୍ରକାଶ କରିଛନ୍ତି ।
ଏକ୍ସରେ ଶ୍ରୀ ନାଗାର୍ଜୁନ ଆକ୍କିନେନୀଙ୍କ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି :
“ନାଗାର୍ଜୁନ ବାବୁ ଏବଂ ଆପଣଙ୍କ ପରିବାର ସହିତ ସାକ୍ଷାତ କରିବା ପ୍ରକୃତରେ ଆନନ୍ଦଦାୟକ ଥିଲା । ଏଏନ୍ଆର୍ ବାବୁ ଭାରତର ଗୌରବ ଏବଂ ତାଙ୍କର ପ୍ରଭାବି ପ୍ରଦର୍ଶନ ଆଗାମୀ ପିଢ଼ିକୁ ଉତ୍ସାହିତ କରିବ ।”
SR
It was indeed a delight to meet you Nagarjuna Garu along with your family. ANR Garu is the pride of India and his iconic performances will continue to enthral generations to come. https://t.co/nOL8qooWkD
— Narendra Modi (@narendramodi) February 7, 2025