ଉପଗ୍ରହର ସଫଳ ଅନ୍ତରୀକ୍ଷ ଡକିଙ୍ଗ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ଏବଂ ସମଗ୍ର ଅନ୍ତରୀକ୍ଷ ସମୁଦାୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି କି ଆଗାମୀ ବର୍ଷ ମାନଙ୍କରେ ଭାରତର ମହତ୍ୱାକାଂକ୍ଷୀ ଅନ୍ତରୀକ୍ଷ ମିଶନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଉପଗ୍ରହର ସଫଳ ଅନ୍ତରୀକ୍ଷ ଡକିଙ୍ଗ ପାଇଁ ଇସ୍ରୋର…ଆମର ବୈଜ୍ଞାନିକ ଏବଂ ସମ୍ପୂର୍ଣ୍ଣ ଅନ୍ତରୀକ୍ଷ ସମୁଦାୟକୁ ଅଭିନନ୍ଦନ । ଆଗାମୀ ବର୍ଷ ମାନଙ୍କରେ ଭାରତର ମହତ୍ୱାକାଂକ୍ଷୀ ଅନ୍ତରୀକ୍ଷା ମିଶନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।”
SR
Congratulations to our scientists at @isro and the entire space fraternity for the successful demonstration of space docking of satellites. It is a significant stepping stone for India’s ambitious space missions in the years to come.
— Narendra Modi (@narendramodi) January 16, 2025