ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଉତ୍ପତ୍ତି ସ୍ଥଳରୁ ମାଲ ପରିବହନରେ ରେକର୍ଡ ଆୟ କରିଥିବା ଦକ୍ଷିଣ ମଧ୍ୟ ରେଳବାଇକୁ ପ୍ରଶଂସା କରିଛନ୍ତି । ଏହି ଆୟ ଦକ୍ଷିଣ ମଧ୍ୟ ରେଳବାଇ ଆରମ୍ଭ ହେବା ଦିନଠାରୁ ସର୍ବାଧିକ ରହିଛି ।
ଦକ୍ଷିଣ ମଧ୍ୟ ରେଳବାଇର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବଢିଆ ଆରମ୍ଭ ! ଆର୍ଥିକ ବିକାଶ ପାଇଁ ମଧ୍ୟ ଶୁଭ ସଂକେତ ।”
Good trend! Augurs well for economic growth as well. https://t.co/swZnpDeSnC
— Narendra Modi (@narendramodi) February 15, 2023