ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କୃଷକ ପ୍ରଦର୍ଶନୀଗୁଡିକ ଚାଷୀମାନଙ୍କୁ ନୂଆ ପ୍ରଯୁକ୍ତି ଆପଣାଇବାକୁ ପ୍ରୋତ୍ସାହିତ କରିଥାଏ ।
ଉତ୍ତର ପ୍ରଦେଶର ମୁଜାଫରନଗରରେ ପଶୁ ପ୍ରଦର୍ଶନୀ ଓ କୃଷକ ମେଳା ଆୟୋଜନ ସମ୍ପର୍କରେ ସ୍ଥାନୀୟ ସାଂସଦ ଓ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡଃ ସଞ୍ଜୀବ ବାଲ୍ୟାନ ଶେୟାର କରିଥିବା ଖବରକୁ ସେ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଉଲ୍ଲେଖନୀୟ ଉଦ୍ୟମ । ଏଭଳି କୃଷକ ମେଳା ଦ୍ୱାରା ଆମର ଅଧିକରୁ ଅଧିକ ଅନ୍ନଦାତା ଭାଇଭଉଣୀ ଆଧୁନିକ ପ୍ରଯୁକ୍ତି ଆପଣାଇବା ପାଇଁ ପ୍ରେରଣା ପାଇବେ, ସେମାନଙ୍କ ଆୟ ମଧ୍ୟ ବଢିବ ।”
बेहतरीन प्रयास! इस तरह के किसान मेलों से जहां हमारे ज्यादा से ज्यादा अन्नदाता भाई-बहन आधुनिक टेक्नोलॉजी अपनाने के लिए प्रेरित होंगे, वहीं उनकी आय के साधन भी बढ़ेंगे। https://t.co/fD7jSMwz9g
— Narendra Modi (@narendramodi) April 8, 2023
SR