ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ଉତ୍ତର ପ୍ରଦେଶର ପ୍ରତିଷ୍ଠା ଦିବସରେ ରାଜ୍ୟର ସମସ୍ତ ଭାଇ-ଭଉଣୀଙ୍କୁ ମୋର ଅଶେଷ ଶୁଭେଚ୍ଛା । ଭାରତୀୟ ସଂସ୍କୃତିର ଅଗଣିତ ପୌରାଣିକ ଓ ଐତିହାସିକ କାଳଖଣ୍ଡର ସାକ୍ଷୀ ଥିବା ଏହି ପବିତ୍ର ଭୂମି ବିଗତ ଆଠ ବର୍ଷ ଧରି ବିକାଶର ନୂଆ ନୂଆ ଅଧ୍ୟାୟ ରଚନା କରି ଚାଲିଛି । ମୋର ସମ୍ପୂର୍ଣ୍ଣ ଭରସା ଅଛି କି ଜନକଲ୍ୟାଣରେ ସମର୍ପିତ ଏହି ସରକାର ଓ ଏହାର ଜନସାଧାରଣଙ୍କ ଅଦଭୁତ ପ୍ରତିଭା ଏବଂ କଠିନ ପରିଶ୍ରମ ଦ୍ୱାରା ଆମର ଏହି ପ୍ରିୟ ରାଜ୍ୟ ବିକଶିତ ଭାରତ ନିର୍ମାଣରେ ଅମୂଲ୍ୟ ଯୋଗଦାନ ଦେବ ।”
SR
उत्तर प्रदेश के स्थापना दिवस पर राज्य के अपने सभी भाई-बहनों को मेरी ढेरों शुभकामनाएं। भारतीय संस्कृति में अनगिनत पौराणिक और ऐतिहासिक कालखंडों की साक्षी रही यह पावन धरती पिछले आठ वर्षों से विकास के नित-नए अध्याय रचने में जुटी है। मुझे पूरा भरोसा है कि जनकल्याण के लिए समर्पित सरकार…
— Narendra Modi (@narendramodi) January 24, 2025