Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତରପ୍ରଦେଶର ବାରଣାସୀସ୍ଥିତ ଦଶାଶ୍ୱମେଧ ଘାଟରେ ଗଙ୍ଗା ପୂଜନ କଲେ ପ୍ରଧାନମନ୍ତ୍ରୀ

ଉତ୍ତରପ୍ରଦେଶର ବାରଣାସୀସ୍ଥିତ ଦଶାଶ୍ୱମେଧ ଘାଟରେ ଗଙ୍ଗା ପୂଜନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ସ୍ଥିତ ଦଶାଶ୍ୱମେଧ ଘାଟରେ ଗଙ୍ଗା ପୂଜନ କରିଛନ୍ତି ।  ସେ ଗଙ୍ଗା ଆରତୀ ମଧ୍ୟ ଦେଖିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“କାଶୀ ଠାରେ ମା’ ଗଙ୍ଗାଙ୍କ କୂଳରେ ମୁଁ ଅଛି । ୧୪୦ କୋଟି ଭାରତୀୟଙ୍କ ଶାନ୍ତି, ସମୃଦ୍ଧି ଏବଂ ନିରାମୟ ଜୀବନ ନିମନ୍ତେ ପ୍ରାର୍ଥନା କରୁଛି” ।

“କାଶୀରେ ଗଙ୍ଗା ଆରତୀ ଦର୍ଶନ ଏକ ମନ୍ତ୍ରମୁଗ୍ଧ ଅନୁଭବ । ସର୍ବତ୍ର ପବିତ୍ର ଗଙ୍ଗାର ସୌନ୍ଦର୍ଯ୍ୟ, ଉଜ୍ୱଳତା ଏବଂ ଭକ୍ତି ଭାବନା ଏହାକୁ ସ୍ୱତନ୍ତ୍ର କରିଛି” ।

SR