ଆସାମ ସରକାର ଏବଂ ଡିମାସା ନ୍ୟାସନାଲ ଲିବରେଶନ ଆର୍ମି ସ୍ଥାୟୀ ଶାନ୍ତି ପାଇଁ ଏକ ଶାନ୍ତି ଚୁକ୍ତି କରିଛନ୍ତି ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଏକ ଟୁଇଟର ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
‘ଉତ୍ତରପୂର୍ବରେ ଶାନ୍ତି ଏବଂ ପ୍ରଗତି ପାଇଁ ବେଶ୍ ଭଲ ଖବର’ ।
Very good news for peace and progress in the Northeast. https://t.co/026F8GfVvY
— Narendra Modi (@narendramodi) April 28, 2023
SR
Very good news for peace and progress in the Northeast. https://t.co/026F8GfVvY
— Narendra Modi (@narendramodi) April 28, 2023