ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ କପ୍ ୨୮ ସମ୍ମିଳନୀରେ ଯୋଗ ଦେବା ଅବସରରେ ୨୦୨୩ ଡିସେମ୍ବର ୧ରେ ଉଜବେକିସ୍ତାନର ରାଷ୍ଟ୍ରପତି ଶ୍ରୀ ଶାଭ୍କତ୍ ମିର୍ଜିୟୋୟେଭ୍ଙ୍କୁ ଭେଟିଛନ୍ତି ।
ଭଏସ୍ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଳନୀରେ ଉଜବେକିସ୍ତାନର ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ରାଷ୍ଟ୍ରପତି ଶ୍ରୀ ଶାଭ୍କତ୍ ମିର୍ଜିୟୋୟେଭ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଉଭୟ ନେତା ସ୍ୱାସ୍ଥ୍ୟ, ଶିକ୍ଷା, ଫାର୍ମାସ୍ୟୁଟିକାଲ୍ସ ଏବଂ ପାରମ୍ପରିକ ଔଷଧ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବାକୁ ଆଲୋଚନା କରିଛନ୍ତି । ଉଜବେକିସ୍ତାନ ସହ ଆମ ବିକାଶ ଭାଗିଦାରୀକୁ ବଢ଼ାଇବାକୁ ଭାରତର ସମର୍ଥନକୁ ପ୍ରଧାନମନ୍ତ୍ରୀ ସୁନିଶ୍ଚିତ କରିଛନ୍ତି ।
SR
Meaningful conversations with @president_uz Shavkat Mirziyoyev and the President of Tajikistan, Mr. Emomali Rahmon on the sidelines of COP-28 in Dubai. pic.twitter.com/R6gqHurbSv
— Narendra Modi (@narendramodi) December 1, 2023
PM @narendramodi held productive talks with @president_uz Shavkat Mirziyoyev in Dubai. They discussed strengthening bilateral relations in host of sectors including traditional medicine, education and health. pic.twitter.com/6YjzA9O5DV
— PMO India (@PMOIndia) December 1, 2023