ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଇ-ରୁପି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହା ହେଉଛି ଏକ ବ୍ୟକ୍ତି ଓ ଉଦ୍ଦେଶ୍ୟ ନିର୍ଦ୍ଦିଷ୍ଟ ଡିଜିଟାଲ ଅର୍ଥପଇଠ ବ୍ୟବସ୍ଥା। ଇ-ରୁପି ହେଉଛି ଡିଜିଟାଲ ଅର୍ଥପଇଠ ପାଇଁ ଏକ ନଗଦମୁକ୍ତ ଓ ସ୍ପର୍ଶବିହୀନ ଉପକରଣ।
ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇ-ରୁପି ଭାଉଚର ଦେଶରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି)କୁ ଅଧିକ ପ୍ରଭାବୀ କରିବା ସହିତ ଡିଜିଟାଲ ପ୍ରଶାସନକୁ ଏକ ନୂଆ ରୂପ ଦେବ। ଏହା ପ୍ରତ୍ୟେକଙ୍କୁ ଲକ୍ଷ୍ୟବଦ୍ଧ, ପାରଦର୍ଶୀ ଓ ବାଟମାରଣାମୁକ୍ତ ଅର୍ଥପ୍ରଦାନରେ ସହାୟକ ହେବ। ସେ କହିଥିଲେ ଯେ ପ୍ରଯୁକ୍ତି ମାଧ୍ୟମରେ ଲୋକମାନଙ୍କୁ ଯୋଡ଼ିବା ଜରିଆରେ ଭାରତ କିପରି ପ୍ରଗତି ହାସଲ କରୁଛି ତାହାର ଏକ ପ୍ରତୀକ ହେଉଛି ଇ-ରୁପି । ଦେଶ ସ୍ୱାଧୀନତାର 75ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମ୍ରିତ ମହୋତ୍ସବ ପାଳନ କରାଯିବା ସମୟରେ ଏପରି ସଂସ୍କାରମୂଳକ ଯୋଜନା ଆରମ୍ଭ କରାଯିବା ନେଇ ସେ ଖୁସି ବ୍ୟକ୍ତ କରିଥିଲେ।
पहले हमारे देश में कुछ लोग कहते थे कि technology तो केवल अमीरों की चीज है, भारत तो गरीब देश है, इसलिए भारत के लिए टेक्नोलॉजी का क्या काम?
जब हमारी सरकार टेक्नोलॉजी को मिशन बनाने की बात करती थी तो बहुत से राजनेता, कुछ खास किस्म के एक्सपर्ट्स उस पर सवाल खड़ा करते थे: PM
— PMO India (@PMOIndia) August 2, 2021
ସେ କହିଥିଲେ ଯେ ସରକାରଙ୍କ ସହିତ, ଯଦି କୌଣସି ସଂଗଠନ ଚିକିତ୍ସା, ଶିକ୍ଷା କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ କାହାକୁ ସହାୟତା କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ନଗଦ ଟଙ୍କା ବଦଳରେ ଇ-ରୁପି ଭାଉଚର ଦେଇପାରିବେ। ଏହା ଫଳରେ ଯେଉଁ ଉଦ୍ଦେଶ୍ୟ ପାଇଁ ଅର୍ଥ ପ୍ରଦାନ କରାଯାଇଛି ସେହି ଉଦ୍ଦେଶ୍ୟରେ ଅର୍ଥର ବିନିଯୋଗ ହେବା ସୁନିଶ୍ଚିତ ହୋଇପାରିବ।
ପ୍ରଧାନମନ୍ତ୍ରୀ କହିଥିଲେ ଇ-ରୁପି ହେଉଛି ବ୍ୟକ୍ତି ସହିତ ଏକ ଉଦ୍ଦେଶ୍ୟ ନିର୍ଦ୍ଧାରିତ ବ୍ୟବସ୍ଥା। ଇ-ରୁପି ମାଧ୍ୟମରେ ପଇଠ କରାଯାଉଥିବା ଅର୍ଥ ଯେକୌଣସି ସହାୟତା କିମ୍ବା କୌଣସି ଲାଭର ନିର୍ଦ୍ଧାରିତ ଉଦ୍ଦେଶ୍ୟରେ ହିଁ ବିନିଯୋଗ ହୋଇପାରିବ।
पहले हमारे देश में कुछ लोग कहते थे कि technology तो केवल अमीरों की चीज है, भारत तो गरीब देश है, इसलिए भारत के लिए टेक्नोलॉजी का क्या काम?
जब हमारी सरकार टेक्नोलॉजी को मिशन बनाने की बात करती थी तो बहुत से राजनेता, कुछ खास किस्म के एक्सपर्ट्स उस पर सवाल खड़ा करते थे: PM
— PMO India (@PMOIndia) August 2, 2021
ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ ଯେ ଏପରି ଏକ ସମୟ ଥିଲା ଯେତେବେଳେ ପ୍ରଯୁକ୍ତି କେବଳ ଗରିବ ଲୋକଙ୍କ ପରିସରରେ ସୀମିତ ରହୁଥିଲା ଏବଂ ଭାରତ ଭଳି ଏକ ଗରିବ ରାଷ୍ଟ୍ରରେ ଏଥିପାଇଁ କୌଣସି ସୁଯୋଗ ନଥିଲା। ସେ ସ୍ମରଣ କରି କହିଥିଲେ ଯେତେବେଳେ ଏହି ସରକାର ପ୍ରଯୁକ୍ତିକୁ ଏକ ଲକ୍ଷ୍ୟ ଭାବେ ଗ୍ରହଣ କଲେ, ବିଭିନ୍ନ ରାଜନୈତିକ ନେତା ଏବଂ କେତେକ ନିର୍ଦ୍ଦିଷ୍ଟ ବିଶେଷଜ୍ଞମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ ଆହୁରି କହିଥିଲେ ଯେ ଆଜି ଦେଶ ସେହି ଲୋକମାନଙ୍କର ଚିନ୍ତାଧାରାକୁ କେବଳ ନାକଚ କରିନାହିଁ, ବରଂ ସେମାନଙ୍କୁ ଭୁଲ ବୋଲି ପ୍ରମାଣିତ କରିଛି। ଆଜି ଦେଶ ଏକ ଭିନ୍ନ, ନୂତନ ଚିନ୍ତାଧାରା ନେଇ ଆଗକୁ ବଢ଼ୁଛି। ଆଜି ଗରିବଙ୍କୁ ସହାୟତା, ସେମାନଙ୍କ ପ୍ରଗତି ପାଇଁ ପ୍ରଯୁକ୍ତିକୁ ଏକ ଉପକରଣ ଭାବେ ବିବେଚନା କରାଯାଉଛି।
ପ୍ରଧାନମନ୍ତ୍ରୀ ଏହା ଉଲ୍ଲେଖ କରିଥିଲେ ଯେ, କିପରି ଭାବେ ପ୍ରଯୁକ୍ତି ଅର୍ଥ କାରବାର କ୍ଷେତ୍ରରେ ସ୍ୱଚ୍ଛତା ଓ ବିଶ୍ୱସନୀୟତା ଆଣିଛି ଏବଂ ଗରିବ ଲୋକଙ୍କ ଏହାର ଲାଭ ପହଞ୍ଚାଇବା ସହିତ ନୂତନ ସୁଯୋଗ ସୃଷ୍ଟି କରିପାରିଛି। ସେ କହିଥିଲେ ଯେ ଆଜିର ଅଭିନବ ଉତ୍ପାଦ ପ୍ରସ୍ତୁତ କରିବା ଲାଗି, ମୋବାଇଲ ଓ ଆଧାରକୁ ଯୋଡ଼ି ଜାମ ବ୍ୟବସ୍ଥା କିଛି ବର୍ଷ ଧରି ବିକଶିତ କରାଯାଉଥିଲା। ଜାମର ଲାଭ ଲୋକମାନଙ୍କ ନିକଟରେ ପହଞ୍ଚିବା ଲାଗି କିଛି ସମୟ ନେଇଥିଲା ଏବଂ ଆମେ ଦେଖିଲୁ ଯେ କିପରି ଭାବେ ଆମେ ଏହା ମାଧ୍ୟମରେ ଲକଡାଉନ ସମୟରେ ଲୋକମାନଙ୍କୁ ସହାୟତା କରିପାରିଲୁ। ଅନ୍ୟପଟେ ଅନ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ଲୋକମାନଙ୍କୁ ସହାୟତା କରିବା ଲାଗି ସଂଘର୍ଷ କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଭାରତରେ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ସିଧାସଳଖ ଲୋକମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସାଢ଼େ ସତୁରି ଲକ୍ଷ କୋଟି ଟଙ୍କାରୁ ଅର୍ଥ ହସ୍ତାନ୍ତର କରାଯାଇପାରିଛି। ତିନି ଶହରୁ ଅଧିକ ଯୋଜନାରେ ଡିବିଟିର ଉପଯୋଗ କରାଯାଉଛି। 90 କୋଟି ଭାରତୀୟ ଏଲପିଜି, ରାସନ, ଚିକିତ୍ସା, ବୃତ୍ତି, ଭତ୍ତା କିମ୍ବା ମଜୁରି ଆଦି ପଇଠ କ୍ଷେତ୍ରରେ ଭିନ୍ନ ଭିନ୍ନ ମାର୍ଗରେ ଲାଭବାନ ହେଉଛନ୍ତି। ପିଏମ କିସାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ 1 ଲକ୍ଷ 35 ହଜାର କୋଟି ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଛି। ସରକାର ଗହମ କ୍ରୟ ପାଇଁ ଏହି ବ୍ୟବସ୍ଥା ମାଧ୍ୟମରେ 85 ହଜାର କୋଟି ଟଙ୍କା ବ୍ୟୟ କରିଛନ୍ତି। “ଏସବୁ ବ୍ୟତୀତ ଏହାର ସବୁଠାରୁ ବଡ଼ ଲାଭ ହେଉଛି 1 ଲକ୍ଷ 78 ହଜାର କୋଟି ଟଙ୍କା ଦଲାଲଙ୍କ ହାତକୁ ଯିବାରୁ ବଞ୍ଚି ପାରିଛି”, ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତରେ ଡିଜିଟାଲ କାରବାରର ବିକାଶ ଫଳରେ ଗରିବ ଓ ବଞ୍ଚିତ, କ୍ଷୁଦ୍ର ବ୍ୟବସାୟୀ, ଚାଷୀ ଓ ଆଦିବାସୀ ଜନଜାତିଙ୍କ ସଶକ୍ତିକରଣ ହୋଇପାରିଛି। ଏହା ଜୁଲାଇ ମାସରେ ହୋଇଥିବା ଡିଜିଟାଲ କାରବାର ରେକର୍ଡରୁ ଜଣାପଡ଼ିଥାଏ। ଏହି ମାସରେ 6 ଲକ୍ଷ କୋଟି ଟଙ୍କା ମୂଲ୍ୟର 300 କୋଟି ୟୁପିଆଇ କାରବାର ହୋଇଛି।
ପ୍ରଧାନମନ୍ତ୍ରୀ କହିଥିଲେ ଭାରତ ପ୍ରଯୁକ୍ତିକୁ ଗ୍ରହଣ କରିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଆମେ କାହାଠାରୁ ପଛରେ ନାହୁଁ ବୋଲି ଭାରତ ଏହା ବିଶ୍ୱ ଆଗରେ ପ୍ରମାଣିତ କରିପାରିଛି। ନବୋନ୍ମେଷ, ସେବା ପ୍ରଦାନ କ୍ଷେତ୍ରରେ ପ୍ରଯୁକ୍ତିର ଉପଯୋଗ କ୍ଷେତ୍ରରେ ଭାରତ ନିକଟରେ ବିଶ୍ୱର ଅନ୍ୟ ବୃହତ ରାଷ୍ଟ୍ରଗୁଡ଼ିକ ସହିତ ବିଶ୍ୱସ୍ତରୀୟ ନେତୃତ୍ୱ ପ୍ରଦାନ କରିବାର କ୍ଷମତା ରହିଛି ବୋଲି ସେ କହିଥିଲେ।
देश में डिजिटल इंफ्रास्ट्रक्चर और डिजिटल ट्रांजेक्शन के लिए जो काम पिछले 6-7 वर्षों में हुआ है, उसका लोहा आज दुनिया मान रही है।
विशेषकर भारत में फिनटेक का बहुत बड़ा आधार तैयार हुआ है।
ऐसा आधार तो बड़े-बड़े देशों में भी नहीं है: PM @narendramodi
— PMO India (@PMOIndia) August 2, 2021
ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଦେଶର ଛୋଟ ସହର ଏବଂ ବଡ଼ ସହରରେ ଥିବା 23 ଲକ୍ଷରୁ ଊର୍ଦ୍ଧ୍ବ ଉଠାଦୋକାନୀମାନଙ୍କୁ ସହାୟକ ହୋଇଛି। ମହାମାରୀ ସମୟରେ, ପାଖାପାଖି 2300 କୋଟି ଟଙ୍କା ସେମାନଙ୍କୁ ବିତରଣ କରାଯାଇଛି।
देश में डिजिटल इंफ्रास्ट्रक्चर और डिजिटल ट्रांजेक्शन के लिए जो काम पिछले 6-7 वर्षों में हुआ है, उसका लोहा आज दुनिया मान रही है।
विशेषकर भारत में फिनटेक का बहुत बड़ा आधार तैयार हुआ है।
ऐसा आधार तो बड़े-बड़े देशों में भी नहीं है: PM @narendramodi
— PMO India (@PMOIndia) August 2, 2021
ପ୍ରଧାନମନ୍ତ୍ରୀ କହିଥିଲେ, ଡିଜିଟାଲ ଭିତ୍ତିଭୂମି ଓ ଡିଜିଟାଲ କାରବାର ପାଇଁ ବିଗତ 6-7 ବର୍ଷ ମଧ୍ୟରେ କରାଯାଇଥିବା କାର୍ଯ୍ୟର ପ୍ରଭାବକୁ ସାରା ବିଶ୍ୱ ଆଜି ପ୍ରଶଂସା କରୁଛି। ବିଶେଷ କରି ଭାରତରେ, ଫିନଟେକ୍ (ଅର୍ଥପ୍ରଯୁକ୍ତି) ପାଇଁ ଏକ ବ୍ୟାପକ ଆଧାର ସୃଷ୍ଟି କରାଯାଉଛି ଯାହାକି ବିକଶିତ ରାଷ୍ଟ୍ରରେ ମଧ୍ୟ ନାହିଁ, ସେ କହିଥିଲେ।
देश में डिजिटल इंफ्रास्ट्रक्चर और डिजिटल ट्रांजेक्शन के लिए जो काम पिछले 6-7 वर्षों में हुआ है, उसका लोहा आज दुनिया मान रही है।
विशेषकर भारत में फिनटेक का बहुत बड़ा आधार तैयार हुआ है।
ऐसा आधार तो बड़े-बड़े देशों में भी नहीं है: PM @narendramodi
— PMO India (@PMOIndia) August 2, 2021
********
P.S.
Launching e-RUPI. Watch. https://t.co/JeQo93yZXM
— Narendra Modi (@narendramodi) August 2, 2021
आज देश, डिजिटल गवर्नेंस को एक नया आयाम दे रहा है।
— PMO India (@PMOIndia) August 2, 2021
eRUPI वाउचर, देश में डिजिटल ट्रांजेक्शन को, DBT को और प्रभावी बनाने में बहुत बड़ी भूमिका निभाने वाला है।
इससे Targeted, Transparent और Leakage Free Delivery में सभी को बड़ी मदद मिलेगी: PM @narendramodi
सरकार ही नहीं, अगर कोई सामान्य संस्था या संगठन किसी के इलाज में, किसी की पढाई में या दूसरे काम के लिए कोई मदद करना चाहता है तो, वो कैश के बजाय eRUPI दे पाएगा।
— PMO India (@PMOIndia) August 2, 2021
इससे सुनिश्चित होगा कि उसके द्वारा दिया गया धन, उसी काम में लगा है, जिसके लिए वो राशि दी गई है: PM @narendramodi
eRUPI, एक तरह से Person के साथ-साथ Purpose Specific भी है।
— PMO India (@PMOIndia) August 2, 2021
जिस मकसद से कोई मदद या कोई बेनिफिट दिया जा रहा है, वो उसी के लिए प्रयोग होगा, ये eRUPI सुनिश्चित करने वाला है: PM @narendramodi
पहले हमारे देश में कुछ लोग कहते थे कि technology तो केवल अमीरों की चीज है, भारत तो गरीब देश है, इसलिए भारत के लिए टेक्नोलॉजी का क्या काम?
— PMO India (@PMOIndia) August 2, 2021
जब हमारी सरकार टेक्नोलॉजी को मिशन बनाने की बात करती थी तो बहुत से राजनेता, कुछ खास किस्म के एक्सपर्ट्स उस पर सवाल खड़ा करते थे: PM
लेकिन आज देश ने उन लोगों की सोच को नकारा भी है, और गलत भी साबित किया है।
— PMO India (@PMOIndia) August 2, 2021
आज देश की सोच अलग है, नई है।
आज हम टेक्नोलॉजी को गरीबों की मदद के, उनकी प्रगति के एक टूल के रूप में देख रहे हैं: PM @narendramodi
भारत आज दुनिया को दिखा रहा है कि technology को adopt करने में, उससे जुडने में वो किसी से भी पीछे नहीं हैं।
— PMO India (@PMOIndia) August 2, 2021
Innovations की बात हो, service डिलीवरी में टेक्नोलॉजी का इस्तेमाल हो, भारत दुनिया के बड़े देशों के साथ मिलकर ग्लोबल लीडरशिप देने की क्षमता रखता है: PM @narendramodi
हमारी सरकार ने पीएम स्वनिधि योजना की शुरुआत की।
— PMO India (@PMOIndia) August 2, 2021
आज देश के छोटे-बड़े शहरों में, 23 लाख से अधिक रेहड़ी-पटरी और ठेले वालों को इस योजना के तहत मदद दी गई है।
इसी कोरोना काल में करीब-करीब 2300 करोड़ रुपए उन्हें दिए गए हैं: PM @narendramodi