ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ପ୍ରଧାନମନ୍ତ୍ରୀ @netanyahuଙ୍କ ସହ କଥା ହେଲି ଓ ବହୁମୁଖୀ ଭାରତ-ଇସ୍ରାଏଲ ବନ୍ଧୁତ୍ୱକୁ ସୁଦୃଢ କରିବା, ନବାଚାର ଭାଗିଦାରୀକୁ ଅଧିକ ଗୁରୁତ୍ୱ ପ୍ରଦାନ ଏବଂ ପ୍ରତିରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ଜାରି ସହଯୋଗ ସମ୍ପର୍କରେ ଆଲୋଚନା କଲି ।”
Spoke with PM @netanyahu and discussed ways to strengthen the multifaceted India-Israel friendship, deepen our focus on innovation partnership, and our ongoing cooperation in defence and security.
— Narendra Modi (@narendramodi) February 8, 2023
SR