ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଇସ୍ରାଏଲର ଉପ ପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଲେଫ୍ଟଲାଣ୍ଟ ଜେନେରାଲ୍ ବେଞ୍ଜାମିନ୍ ଗାଣ୍ଟଜ୍ ସାକ୍ଷାତ କରିଛନ୍ତି ।
ନେତାମାନେ ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ପ୍ରତିରକ୍ଷା ସହଯୋଗର ଦ୍ରୁତ ଅଭିବୃଦ୍ଧିର ସମୀକ୍ଷା କରିଥିଲେ । ଭାରତରେ ସହ-ବିକାଶ ଏବଂ ସହ-ଉତ୍ପାଦନର ସୁଯୋଗରୁ ଉପକୃତ ହେବାକୁ ପ୍ରଧାନମନ୍ତ୍ରୀ ଇସ୍ରାଏଲ୍ ପ୍ରତିରକ୍ଷା କମ୍ପାନୀଗୁଡିକୁ ଉତ୍ସାହିତ କରିଥିଲେ ।
HS
Was pleased to meet Deputy PM & Defence Minister of Israel H.E. Benjamin Gantz @gantzbe. As we mark 30 years of full diplomatic relations between India and Israel, our defence cooperation is expanding and diversifying to include joint research, development and production. pic.twitter.com/psZzhbXCJc
— Narendra Modi (@narendramodi) June 2, 2022